Below header

କେମିତି କଟିବ ଆଜିର ଦିନ

mesha

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।

brushaବୃଷ : ବିଦ୍ୟାର୍ଥୀ ସଚେତନ ରହନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।

mithunaମିଥୁନ : ବେପାର ବାଣିଜ୍ୟରେ ସଫଳତା ପାଇବେ । ମାତାଙ୍କ ଶରୀର ଅସୁସ୍ଥ ରହିପାରେ । ବନ୍ଧୁ ମିଳନ ଯୋଗ ରହିଛି ।

karkataକର୍କଟ : ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ । ଗୁରୁଜନଙ୍କ ସମ୍ମାନ କରନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି କରିବେ ।

singhaସିଂହ : ଖର୍ଚ୍ଚ ବଢ଼ିବ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।

kanyaକନ୍ୟା : ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

tulaaତୁଳା : ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

bichhaବିଛା : ଭାବିଚିନ୍ତ ଧନ ନିବେଶ କରନ୍ତୁ । କର୍ତ୍ତବ୍ୟ ପରାୟଣ ହୋଇ କାର‌୍ୟ୍ୟ କରନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

dhanuଧନୁ : ପରିବାରରେ ଅଶାନ୍ତି ଦେଖାଦେବ । ମାନ ସମ୍ମାନ ପ୍ରାପ୍ତି ହେବ । ମାନସିକ ଅଶାନ୍ତି ଭୋଗ କରିବେ ।

makaraମକର : ଧର୍ମକାର‌୍ୟ୍ୟରେ ଯୋଗ ଦେବେ । ସନ୍ଦେହ ଭାବ ଦୂର କରନ୍ତୁ । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ ।

kumbhaକୁମ୍ଭ : ପରିବାରରେ ମନ ମିଳାଇ ଚଳନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । କ୍ରୋଧ ଆୟତ୍ତରେ ରଖନ୍ତୁ ।

minaମୀନ : ସୁସ୍ୱାଦୁ ଭୋଜନ ଲାଭ ହେବ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.