ଜାଣନ୍ତୁ କେମିତି କଟିବ ଆଜିର ଦିନ

mesha

ମେଷ : ଆଜି ଆପଣ ପୁରା ଦିନ ଚିନ୍ତିତ ରହିପାରନ୍ତି। କିନ୍ତୁ ନିଜ ମନକୁ ନିୟନ୍ତ୍ରଣରେ ରଖିଲେ ଆଗକୁ ବଢିବା ଶିଖିପାରିବେ।

brushaବୃଷ : ନିଜର ଚିନ୍ତାକୁ ଦୂର କରିବା ପାଇଁ ସାଙ୍ଗମାନଙ୍କ ସହ ଆଲୋଚନା କରନ୍ତୁ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

mithunaମିଥୁନ : ଆଜି ଆପଣ ସାମାନ୍ୟ ଦୁଃଖିତ ରହିପାରନ୍ତି। ନିଜକୁ ଠିକ୍ ଲାଗୁଥିବା କାର୍ଯ୍ୟ କରନ୍ତୁ।

karkataକର୍କଟ : କୌଣସି କ୍ଷେତ୍ରରେ ନିଷ୍ପତି ନେବା ପାଇଁ ନିଜ ପ୍ରିୟ ମିତ୍ରର ସାହାଯ୍ୟ ନିଅନ୍ତୁ।

singhaସିଂହ : ଆଜି ଆପଣ ଅଶାନ୍ତି ରହିପାରନ୍ତି। ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖନ୍ତୁ।

kanyaକନ୍ୟା : ଅହଂକାର ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

tulaaତୁଳା : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପୁରୁଣା କଥାକୁ ନେଇ ଚିନ୍ତା ବୃଦ୍ଧି ହେବ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

bichhaବିଛା :ସରଳ ବିଶ୍ୱାସୀ ପ୍ରତାରିତ ହୋଇପାରନ୍ତି । ସ୍ୱାସ୍ଥ୍ୟରେ ଅବନ୍ନତି ଘଟିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ ।

dhanuଧନୁ : ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିପାରେ ।

makaraମକର : ଆଜି ଆପଣ ଜୀବନର ସବୁଠାରୁ କଠିନ ରାସ୍ତା ବାଛି ସେହି କ୍ଷେତ୍ରରେ କାମ ଆରମ୍ଭ କରନ୍ତୁ। ଆସନ୍ତା କାଲିଠାରୁ ନିଜକୁ ଏକ ଅଲଗା ରାସ୍ତାରେ ପାଇବେ।

kumbhaକୁମ୍ଭ : ଆଜି ହଠାତ୍ ଆପଣଙ୍କୁ ଅନେକ ଦିନ ଧରି ହଜି ଯାଇଥିବା ଜିନିଷ ମିଳିପାରେ।

minaମୀନ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। ହଜି ଯାଇଥିବା ଜିନିଷ ପାଇପାରିବେ।

Leave A Reply

Your email address will not be published.