Below header

ଆଜିର ରାଶିଫଳ : ଏହି ରାଶିର ବ୍ୟବସାୟୀଙ୍କ ପାଇଁ ଦିନଟି ଶୁଭ ରହିବ

ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବହୁତ ଭଲ ରହିବ । କୌଣସି କାମ ପାଇଁ ବିଦେଶ ଯାତ୍ରା କରିପାରନ୍ତି । କିଛି କାର୍ଯ୍ୟ ପାଇଁ ଖୁସି ରହିବ । ବାପାଙ୍କ ସହ ଖୁସିର ସମୟ କାଟିବେ । ବ୍ୟବସାୟ କରୁଥିବା ଲୋକ ଆଜି ଭଲ ଫଳ ପାଇବେ ।

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । କ୍ୟାରିୟର ପାଇଁ ଚିନ୍ତିତ ରହିବେ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭ ରହିବ । ପାଠପଢା ପାଇଁ ବାହାରକୁ ଯାଇପାରନ୍ତି । କିଛି ଶୁଭ ଖବର ମିଳିବ । ମହିଳଙ୍କ ପାଇଁ ଦିନଟି ଖୁସିରେ କଟିବ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ ।

ବୃଷ : ଆଜି ଆପଣ କିଛି ବିଶେଷ କମ ପାଇଁ ଯୋଜନ କରିପାରନ୍ତି । କିଛି କାମରେ ଆଜି ଅଧିକ ସମୟ ଦେବାକୁ ପଡିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଅଳ୍ପ ଖରାପ ହୋଇପାରେ । ଆପଣଙ୍କୁ ନିଜକୁ ସମସ୍ତ କାର୍ଯ୍ୟରେ ନିୟନ୍ତ୍ରଣ ରଖିବା ପାଇଁ ପଡିବ । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ଆୟ ବୃଦ୍ଧି ହୋଇପାରେ ।

ମିଥୁନ : ଆପଣ ଆଜି ଅଫିସ୍‌ ପାଇଁ ଚିନ୍ତିତ ରହିବେ । ଛୋଟ ଛୋଟ କଥାକୁ ନେଇ ଚିଡି ଯିବେ । କୌଣସି କାର୍ଯ୍ୟ ଯୋଗୁ ଭଲ ଫଳ ମିଳିବ । ପିଲାମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ଖେଳାଳିଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । କୌଣସି ବଡ ଲୋକ କିଛି କାମରେ ସାହାଯ୍ୟ କରିବେ । ଆଗରୁ ସ୍ୱାସ୍ଥ୍ୟ ଖରାପ ଥିଲେ ଆଜି ଠିକ୍‌ ହୋଇଯିବ ।

କର୍କଟ : ଆଜି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । ନିଜ ସହକର୍ମିଙ୍କ ଆଜି ସହଯୋଗ ମିଳିବ । ସାଙ୍ଗଙ୍କ ସହ ଦିନଟି ଭଲ ରହିବ । ପିଲାଙ୍କ ପାଇଁ ଦିନଟି ଶୁଭଦାୟକ ରହିବ ।ପାଠପଢାରେ ମନ ଲାଗି ରହିବ । ଗୁରୁଜନଙ୍କ ଠାରୁ ଆଶିର୍ବାଦ ମିଳିବ । ମା’ଙ୍କ ସହ ଦିନଟି ଭଲରେ କଟିବ । ଘରେ ଆଜି ମହିଳାମାନେ ଖୁସିରେ ସମୟ କାଟିବେ । ସାଙ୍ଗଙ୍କ ସହ ଭେଟ ହୋଇପାରେ ।

ସିଂହ : ଆପଣଙ୍କୁ ଆଜି କିଛି ନୂଆ କାମ ମିଳିବ । ବେପାରିଙ୍କ ପାଇଁ ଦିନଟି ଅଳ୍ପ ଖରାପ ରହିବ । ଆର୍ଥିକ ସ୍ଥିତି ଯୋଗୁ ଚିନ୍ତିତ ରହିବେ । କୌଣସି କାମ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରି କରିବା, ଆପଣଙ୍କ ପାଇଁ ଠିକ୍‌ ହେବ । ଲଭ୍‌ମେଣ୍ଟଙ୍କ ସହ ଦିନଟି ଖୁସିରେ କଟିବ । ଭାଇ ଓ ଭଉଣୀଙ୍କ ସହ କିଛି କଥା ପାଇଁ ଝଗଡା ହୋଇପାରେ ।

କନ୍ୟା : ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବହୁତ ଭଲ ରହିବ । କୌଣସି କାମ ପାଇଁ ବିଦେଶ ଯାତ୍ରା କରିପାରନ୍ତି । କିଛି କାର୍ଯ୍ୟ ପାଇଁ ଖୁସି ରହିବ । ବାପାଙ୍କ ସହ ଖୁସିର ସମୟ କାଟିବେ । ବ୍ୟବସାୟ କରୁଥିବା ଲୋକ ଆଜି ଭଲ ଫଳ ପାଇବେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ ।ଆର୍ଥିକ ସ୍ଥିତି ଠିକ୍‌ ରହିବ ।

ତୁଳା: ଯେକୌଣସି କାମ କରିବେ ତାକୁ ଯତ୍ନର ସହିତ କରିବା ଉଚିତ । ସହକର୍ମିଙ୍କ ଠାରୁ ସାହାଯ୍ୟ ଆଶା କରିବେ । ପାରିବାରିକ ଜୀବନରେ ଆଜି ଖୁସି ମିଳିବ । କ୍ୟାରିୟର ବିଷୟରେ ଚିନ୍ତା କରିବେ । ସାଙ୍ଗଙ୍କ ସହ ଦିନଟି ଭଲ ରହିବ । ପିଲାଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଜରୁରୀ କାମ ଥିଲେ ପୂରା ହୋଇଯିବ । ଦାମ୍ପାତ୍ୟ ଜୀବନରେ ଖୁସି ମିଳିବ । ବନ୍ଧୁ ସହ ଦିନଟି ଅତିବାହିତ କରିବେ ।

ବିଛା: କୌଣସି ସାମଜିକ କାମରେ ରୁଚି ଆସିବ ।  ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ। ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍‌ ହୋଇଯିବ । ଆଜି ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ ।  ସୁସ୍ଥ ରହିବେ । ପିଲାମାନେ ପାଠ ପଢାରେ ଆଗକୁ ଯାଇପାରନ୍ତି । ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇପାରନ୍ତି ।

ଧନୁ: ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଲାଭ ମିଳିବ ।  ଆସବାବପତ୍ର କିଣିବା ପାଇଁ ଦିନଟି ଭଲ । କାମକୁ ନୂଆ କରି ଆରମ୍ଭ କରିବେ । ବିବାଦରୁ ଦୂରେଇ ରହିଲେ ଆପଣଙ୍କ ପାଇଁ ଭଲ ରହିବ । କୌଣସି କାମ କରୁଥିବା ସମୟରେ ଆପଣ ଅନ୍ୟ କାମ ସାରିବା ପାଇଁ ଚେଷ୍ଟା କରିବେ ।ଜୀବନସାଥୀଙ୍କ ସହ ବାହାରକୁ ଯାଇପାରନ୍ତି । ଅର୍ଥ ପ୍ରାପ୍ତି ହୋଇପାରେ ।

ମକର: ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ ।  ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। କ୍ୟାରିୟରରେ ଆଗକୁ ବଢିବେ । ଆୟ ବୃଦ୍ଧି ହୋଇପାରେ । ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ପାରିବାରିକ ସମ୍ପର୍କ ଭଲ ରହିବ । ସମସ୍ତଙ୍କ ସହ ମଧୁର ଭାଷାରେ କଥା ହେବେ, ଯାହାଦ୍ୱାରା ଆପଣଙ୍କୁ ସମସ୍ତେ ପସନ୍ଦ କରିବେ ।

କୁମ୍ଭ: କିଛି ଶୁଭ ଖବର ମିଳିପାରେ । କୋର୍ଟ କଚେରୀ କାମରେ ସଫଳତା ମିଳିବ ।  ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଅଫିସ୍‌ରେ ସହକର୍ମିଙ୍କ ସହଯୋଗ ମିଳିବ । ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ଏବଂ ପଢିବାରେ ମନ ଲାଗିବ । ଆଜି ଲଭ୍‌ମେଣ୍ଟ୍‌ଙ୍କ ସମ୍ପର୍କ ବହୁତ ଭଲ ରହିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବ।

ମୀନ: ଚିନ୍ତା କରିଥିବା କାମ ପୂରା ହୋଇଯିବ ।  କୌଣସି ପୂରୁଣା କାମ ପୂରା କରିବାକୁ ଚିନ୍ତା କରିବେ । ପୂରା ଦିନରେ ଆପଣ ବହୁତ ଖୁସି ରହିବେ । ଗୁରୁଜନଙ୍କ ଆଶିର୍ବାଦ ମିଳିବ । ଖେଳାଳିଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ପୂର୍ବରୁ କରିଥିବା କାମରେ ସଫଳତା ମିଳିବ, ଚାକିରି ମଧ୍ୟ ମିଳିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.