Below header

ରାଶିଫଳ: ଚିନ୍ତିତ ଅଛନ୍ତି କି ନିଜ ଭାଗ୍ୟକୁ ନେଇ, ଜାଣନ୍ତୁ କିପରି ରହିବ ଦିନ

ଆଜି ଦିନଟି ଆପଣଙ୍କ ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ । ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବ । ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ ।

ମେଷ: ଆପଣଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିବ । ଛାତ୍ରଛାତ୍ରୀଙ୍କର ପଢାପଢିରେ ମନ ଲାଗି ରହିବ । କିଛି ନୂଆ ପଦ୍ଧତିରେ କାମ ଆରମ୍ଭ କରିବା ଠିକ୍‌ ହେବ । କୌଣସି କାମ ସମୟ ମଧ୍ୟରେ ପୂରା ହୋଇଯିବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଧନ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ବୃଷ: ଆଜି ଆପଣଙ୍କ ଦିନଟି ଭଲରେ ଆରମ୍ଭ ହେବ । କୌଣସି କାମରୁ ଲାଭ ମିଳିବ । ଠିକ୍‌ ଭାବେ କାମ କରିବା ଦ୍ୱାରା ସଫଳତା ମିଳିବ । ଛାତ୍ରଛାତ୍ରୀ ପଢାପଢିରେ ଧ୍ୟାନ ଦେବା ଜରୁରୀ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ମିଥୁନ: ଅଫିସ୍‌ରେ କାମର ଚାପ ବଢିପାରେ । କିଛି କାମରେ ବିଳମ୍ବ ହୋଇପାରେ । ଘର କାମ ପୂରା କରିବାରେ ପରିବାର ସଦସ୍ୟ ସାହାଯ୍ୟ କରିବେ । ଆପଣ ନିଜ ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ । ନିଜ ଆଖପାଖର ପ୍ରତ୍ୟେକ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।

କର୍କଟ: ଦିନଟି ଲାଭଦାୟକ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ବ୍ୟବସାୟରେ ଆଗକୁ ଯାଇପାରନ୍ତି । ଭାବିଚିନ୍ତି କାମ କରିବା ଦ୍ୱାରା ବ୍ୟବସାୟରେ ଲାଭ ମିଳିପାରେ । ପଢାପଢିରେ ଛାତ୍ରଛାତ୍ରୀମାନେ ଆଗକୁ ବଢିବେ । ମାନସିକ ସ୍ଥିତି ଠିକ୍‌ ରହିବ । ଅନେକ ଶୁଭ ଖବର ମିଳିପାରେ ।

ସିଂହ: ଅଫିସ୍‌ରେ ଅଧିକ ସମୟ ଦେବା ଯୋଗୁ ଅଟକିଥିବା କାମ ପୂରା ହେବ । କୌଣସି ପ୍ରକାରର ବିବାଦରୁ ବଞ୍ଚିବା ପାଇଁ ଚେଷ୍ଟା କରିବେ । ମନରେ ନୂଆ ନୂଆ ବିଚାର ଆସିବ । କିଛି ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ । ଆୟ ବୃଦ୍ଧି ହେବ । ବାସନ ବିକ୍ରି କରୁଥିବା ଲୋକମାନଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି ।

କନ୍ୟା: ଆଜି ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ହଠାତ୍‌ ଖୁସି ଖବର ମିଳିବ । ଆପଣ କିଛି ଘରର ଜିନିଷ କିଣିବେ । ମାତାପିତା ପିଲାଙ୍କ ପାଠପଢାରେ ସାହାଯ୍ୟ କରିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ । ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ ।

ତୁଳା: ଆପଣଙ୍କୁ ଆଜି କାହାଠାରୁ ବ୍ୟବସାୟ ସମ୍ବନ୍ଧୀୟ ଭଲ ପରାମର୍ଶ ମିଳିବ, ଯାହାଦ୍ୱାରା ଆପଣ ଲାଭବାନ ହେବେ । ପିଲାମାନଙ୍କଠାରୁ ଖୁସି ମିଳିବ । ଅଫିସ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । କଳା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ ।

ବିଛା: ଆଜି ଆପଣଙ୍କ ଦିନ ବହୁତ ଖାସ୍‌ ରହିବ । କାହାସହ କଥା ହେବା ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିବେ । ଆପଣ ଅନ୍ୟ କାହା ଉପରେ ନିଜର ପ୍ରଭାବ ପକାଇବା ପାଇଁ ପ୍ରୟାସ କରିବେ । ନିଜ ଆଖପାଖର ଲୋକେ କୌଣସି କାର୍ଯ୍ୟରେ ବିରୋଧ କରିବେ । ଜୀବନସାଥିଙ୍କ ସହ ତାଳମେଳ ଭଲ ରହିବ । ଲଭ୍‌ମେଣ୍ଟ୍‌ଙ୍କୁ ହଠାତ୍‌ ଉପହାର ମିଳିବ ।

ଧନୁ: ଦିନଟି ଠିକ୍‌ ଠାକ ରହିବ । ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଠିକ୍‌ ହେବ । ବିଚାର କରି କାମ କରିବେ, ନଚେତ ସମସ୍ୟା ହୋଇପାରେ । ମା ’ଙ୍କ ସହ ଠିକ୍‌ ଭାବେ କଥାବାର୍ତ୍ତା କରିବେ, ନହେଲେ ଝଗଡା ହେବାର ସମ୍ଭାବନା ରହିଛି ।

ମକର: ଆଜି ଆପଣଙ୍କୁ ଦେବାନେବା କାମରେ ସାବଧାନ ରହିବାକୁ ପଡିବ । ଦାନ ଧର୍ମରେ ଅଧିକ ରୁଚି ରହିବ । ଶୁଭ ଖବର ମିଳିବ । ଖର୍ଚ୍ଚ କମ୍‌ କରିବାକୁ ପଡିବ, ନଚେତ୍‌ ସମସ୍ୟା ହୋଇପାରେ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ । ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିବ ।

କୁମ୍ଭ: ଦିନଟି ଠିକ୍‌ ଠାକ ରହିବ । ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଠିକ୍‌ ହେବ । ବିଚାର କରି କାମ କରିବେ, ନଚେତ ସମସ୍ୟା ହୋଇପାରେ । ମା ’ଙ୍କ ସହ ଠିକ୍‌ ଭାବେ କଥାବାର୍ତ୍ତା କରିବେ । ନହେଲେ ଝଗଡା ହେବାର ସମ୍ଭାବନା ରହିଛି ।

ମୀନ: ଦିନଟି ଆପଣଙ୍କ ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ । ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବ । ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ମା’ଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ, ସେଥିପାଇଁ ସାବଧାନ ରହିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.