ରାଶିଫଳ : ଆଜି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ, ବ୍ୟବସାୟରେ ଲାଭବାନ ହେବେ

 ମନ ଖୁସି ରହିବ। ଦୌଡ଼ାଦୌଡ଼ି ଅଧିକ ହେବ। ବ୍ୟବସାୟରେ ବନ୍ଧୁଙ୍କ ସହଯୋଗ ପାଇବେ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି। ଶିକ୍ଷାଗତ କାର୍ଯ୍ୟରେ ମନ ଲାଗିବ। ଦାମ୍ପତ୍ୟ ସୁଖ ବଢ଼ିବ। ବସ୍ତ୍ର ପ୍ରତି ରୁଚି ବଢ଼ିବ। କଠିନ ପରିଶ୍ରମ ଅଧିକ ହେବ। ବିଦେଶ ଯାତ୍ରା କରି ପାରନ୍ତି।

ମେଷ:  ମାନସିକ ଶାନ୍ତି ରହିବ । ବ୍ୟବସାୟ ପାଇଁ ଯାତ୍ରା ଲାଭଦାୟକ ହେବ । ଶୁଭ ସୂଚନା ମିଳିବ । କର୍ମକ୍ଷେତ୍ରରେ ମନ ମୁତାବକ କାମ ମିଳିବ । ମନର ଇଚ୍ଛା ପୂରଣ ହେବ । ପରିବାର ସହ ଆପଣଙ୍କ ସମ୍ପର୍କ ଭଲ ରହିବ ।

ବୃଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ । ସାଙ୍ଗମାନଙ୍କୁ ଭେଟିବେ । ଖର୍ଚ୍ଚ ବଢ଼ି ପାରେ । ଆତ୍ମବିଶ୍ୱାସ ଭରପୂର ରହିବ । ବସ୍ତ୍ର ଉପହାର ମିଳି ପାରେ ।

ମିଥୁନ: ଶିକ୍ଷାଗତ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାର୍ତ୍ତାଳାପରେ ସଂଯତ ରୁହନ୍ତୁ । ଜୀବନସାଥୀଙ୍କ ସହଯୋଗ ମିଳିବ । ବଡ଼ଙ୍କ ପରାମର୍ଶ କାମରେ ଆସିବ । କାର୍ଯ୍ୟ କ୍ଷମତା ବଢ଼ିବ । ଆୟ କମ୍‌ ଏବଂ ଖର୍ଚ୍ଚ ଅଧିକ ହେବ ।

କର୍କଟ:  ପାରିବାରିକ ଜୀବନ ସୁଖମୟ ହେବ । ଶୈକ୍ଷିକ କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ । ମନ ମୁତାବକ କାମ ମିଳିବ । ଦ୍ୱାରା ମନ ଖୁସି ରହିବ । ଛୋଟମାନଙ୍କ ଦୋଷ କ୍ଷମା କରି ଦିଅନ୍ତୁ । ନୂଆ ଗାଡ଼ି କିଣିବା ପାଇଁ ଆଜିର ଦିନଟି ଭଲ ।

ସିଂହ:  ପରିବାରର ସମର୍ଥନ ପାଇବେ । ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ସାଙ୍ଗମାନଙ୍କ ସମର୍ଥନ ମିଳିବ । ଆପଣଙ୍କ କୌଣସି ବଡ଼ ଲକ୍ଷ୍ୟ ପୂରଣ ହେବ । ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ । ଆପଣଙ୍କର ପୁରୁଣା ଭୁଲ୍‌ରୁ ଆଜି ପରଦା ଉଠିପାରେ ।

କନ୍ୟା: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବାପାଙ୍କ ଠାରୁ ଟଙ୍କା ମିଳିପାରେ । ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷା ମାର୍ଗ ପ୍ରଶସ୍ତ ହେବ । ଚାକିରି କରୁଥିବା ଲୋକଙ୍କୁ କୌଣସି ସମସ୍ୟା ହୋଇପାରେ । ଧନ ଉଧାର ଦିଅନ୍ତୁ ନାହିଁ ।

ତୁଳା: ମନ ଖୁସି ରହିବ । ଦୌଡ଼ାଦୌଡ଼ି ଅଧିକ ହେବ । ବ୍ୟବସାୟରେ ବନ୍ଧୁଙ୍କ ସହଯୋଗ ପାଇବେ । ରଚନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ଭଲ ଲାଭ ମିଳିବ । ଆର୍ଥିକ ସ୍ଥିତି ଦୃଢ଼ ହେବ । ପରିବାରର ବଡ଼ମାନଙ୍କ କଥା ରଖନ୍ତୁ ।

ବିଛା:  ମନ ଖୁସି ହେବ । ଘରକୁ ସାଙ୍ଗ ଆସି ପାରନ୍ତି । ପୋଷାକ ଉପରେ ଖର୍ଚ୍ଚ ବଢ଼ିବ । ପ୍ରତିକୂଳ ସ୍ଥିତିରେ ଧୌର୍ଯ୍ୟ ବଜାୟ ରଖନ୍ତୁ । ବ୍ୟବସାୟ କରୁଥିବା ଲୋକ କାହା ଉପରେ ଭରସା କରନ୍ତୁ ନାହିଁ । କୌଣସି ଶୁଭ ସୂଚନା ମିଳିପାରେ ।

ଧନୁ:  ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ ଆୟର ଉତ୍ସ ବଢ଼ି ପାରେ । ଏକରୁ ଅଧିକ ସ୍ରୋତରୁ ଆୟ ପ୍ରାପ୍ତି ହେବ । ପ୍ରଶାସନିକ କାର୍ଯ୍ୟରେ ଆଗକୁ ବଢ଼ିବେ । ବିଦ୍ୟାର୍ଥୀମାନେ କୌଣସି ପରୀକ୍ଷାରେ ବିଜୟ ହାସଲ କରିବେ ।

ମକର: ଅନାବଶ୍ୟକ କ୍ରୋଧ ଓ ବିତର୍କରୁ ଦୂରେଇ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପଦ ପ୍ରତିଷ୍ଠା ବଢ଼ିବା ଦ୍ୱାରା ଖୁସି ହେବେ । କାର୍ଯ୍ୟକ୍ଷେତ୍ରରେ ଯୋଗ୍ୟତା ଅନୁସାରେ କାମ ମିଳିବ । ଆପଣ ଲକ୍ଷ୍ୟ ପ୍ରତି ସମର୍ପିତ ରହିବେ ।

କୁମ୍ଭ: ନିଜର ବୁଦ୍ଧି ଯୋଗୁ ଆପଣ ସବୁକିଛି ପାଇବେ । ସାଙ୍ଗମାନଙ୍କ ସହିତ କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ । ଆଧ୍ୟାତ୍ମିକ କାର୍ଯ୍ୟରେ ଭାଗ ନେବେ । ମନର ଇଚ୍ଛା ପୂରଣ ହେବ ।  ଚାକିରିରେ ପଦୋନ୍ନତି ପାଇବେ ।

ମୀନ: ଆଜି ଆପଣ ବ୍ୟସ୍ତ ରହିବେ । ଅଜଣା ବ୍ୟକ୍ତିଙ୍କ ସହ ସାକ୍ଷାତ ଆପଣଙ୍କ ପାଇଁ ଲାଭଦାୟକ ରହିବ । ପରିବାରର ସହଯୋଗ ମିଳିବ। ବ୍ୟବସାୟରେ ବିପଦପୂର୍ଣ୍ଣ କାମ କରନ୍ତୁ ନାହିଁ । ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.