Below header

ରାଶିଫଳ : ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ

ବହୁତ ଖୁସି ରହିବେ । ସମସ୍ତଙ୍କସହ ଭଲ ଭାବେ କଥା ହେବେ । କିଛି ନୂଆ ଲୋକଙ୍କ ସହ ଦେଖା ହୋଇପାରେ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ଜୀବନସାଥୀଙ୍କ ସହ ଦିନଟି ଭଲରେ କଟିବ । କୌଣସି କାମ ପାଇଁ ଘର ଲୋକଙ୍କ ସାହାଯ୍ୟ ମିଳିବ । ଛୋଟ ପିଲା ଆଜି ବହୁତ ଖୁସି ରହିବେ ।

ମେଷ: ଆଜି ଦିନରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ । ଲୋକମାନେ କିଛି କଥାକୁ ନେଇ ଆପଣଙ୍କ ଉପରେ ଭରସା କରିପାରନ୍ତି । ଆପଣଙ୍କ ସଚ୍ଚୋଟ ପଣ ଯୋଗୁ ଅନେକ ଲୋକେ ପ୍ରଶଂସା କରିବେ । ମହିଳାମାନଙ୍କର ଘରେ କାମ ଶୀଘ୍ର ସରିଯିବ । ସାଙ୍ଗ ସହ ସମୟ ଅତିବାହିତ କରିବେ । ଅର୍ଥ ମିଳିପାରେ ।

ବୃଷ: ଦିନଟି ଠିକ୍‌ ଠାକ୍‌ ରହିବ । ଆଜି ଆପଣ ସୋସିଆଲ ମିଡିଆ ଜରିଆରେ କିଛି କାମ କରିବେ । ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସାହାଯ୍ୟ ମିଳିବ । ଆର୍ଥକ ସ୍ଥିତି ଠିକ୍‌ ରହିବ । ପୂର୍ବରୁ କରିଥିବା କାମ ଯୋଗୁ ଶୁଭ ଫଳ ମିଳିବ । ଧାର୍ମିକ କାର୍ଯ୍ୟାରେ ଯୋଗ ଦେଇପାରନ୍ତି । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ।

ମିଥୁନ: ଆଜି ଆପଣ କୌଣସି କାମକୁ ନେଇ ଚିନ୍ତିତ ରହିପାରନ୍ତି । ହେଲେ ସମୟ ମଧ୍ୟରେ ତାହା ଠିକ୍‌ ହେଇଯିବ । ଆପଣ ଆଜି ଯେକୌଣସି କାମ କରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ସାଙ୍ଗର ସାହଯ୍ୟ ମିଳିବ । କିଛି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରିପାରନ୍ତିି । ପିଲାମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । କିଛି କାମରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

କର୍କଟ: ଦିନଟି ଠିକ୍‌ ଠାକ୍‌ କଟିବ । କୌଣସି ବାହାର କାମରେ ମୁଣ୍ଡ ପୁରାନ୍ତୁ ନାହିଁ । କିଛି କାମ କରିବା ଆଗରୁ ଭାବିବିଚାରି କରିବା ଠିକ ହେବ । ଜୀବନସାଥୀଙ୍କ ସହ ଦିନଟି ଠିକ୍‌ ରହିବ । ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ମାତା ଓ ପିତା ପିଲାଙ୍କ ଉପରେ ଧ୍ୟାନ ଦେବା ଜରୁରୀ ।

ସିଂହ: ଆଜି ଆପଣଙ୍କ ଦିନ ଠିକ ରହିବ । ଯେକୌଣସି କାମ କରିବେ ତାହା ଭଲରେ ପୂରା ହୋଇଯିବ । ଭବିଷ୍ୟତ ବିଷୟରେ ଚିନ୍ତା କରିବେ । ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ଯେଉଁ କାମ ପାଇଁ ଚିନ୍ତିତ ଥିଲେ ତାହା ଠିକ୍‌ ହୋଇଯିବ । ଆପଣ ଆଜି ଅଧିକ ପାଣି ପିଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ।

କନ୍ୟା: ବହୁତ ଖୁସି ରହିବେ । ସମସ୍ତଙ୍କସହ ଭଲ ଭାବେ କଥା ହେବେ । କିଛି ନୂଆ ଲୋକଙ୍କ ସହ ଦେଖା ହୋଇପାରେ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ଜୀବନସାଥୀଙ୍କ ସହ ଦିନଟି ଭଲରେ କଟିବ । କୌଣସି କାମ ପାଇଁ ଘର ଲୋକଙ୍କ ସାହାଯ୍ୟ ମିଳିବ । ଛୋଟ ପିଲା ଆଜି ବହୁତ ଖୁସି ରହିବେ ।

ତୁଳା: ଆଜି ନିଜର ଅନେକ ପ୍ରକାରର ପ୍ରତିଭା ଦେଖାଇବା ପାଇଁ ଆପଣଙ୍କୁ ଅବସର ପ୍ରାତିଃ ହେବ । ଛାତ୍ରଛାତ୍ରୀଙ୍କୁ ପାଠପଢା ପ୍ରତି ଧ୍ୟାନ ଦେବା ଜରୁରୀ । କିଛି ନୂଆ ଅନୁଭୂତି ପ୍ରାତିଃ ହୋଇପାରେ । ଯେକୌଣସି କାମ କରିବା ପାଇଁ ଚାହୁଁଛନ୍ତି, ତାହା ସମୟରେ ପୂରା ହୋଇଯିବ । ଜୀବନସାଥୀଙ୍କ ସହ ଦିନଟି ଠିକ୍‌ ରହିବ । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ ।

ବିଛା: ସ୍ୱାସ୍ଥ୍ୟ ଠିକ୍‌ ରହିବ । ଆଜି ଆପଣ ପୂଜା ପାଠରେ ମନ ଦେବେ । ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଅଫିସ୍‌ର କୌଣସି କାମରେ ଉପର କର୍ମଚାରିଙ୍କ ସାହାଯ୍ୟ ମିଳିବ । କିଛି କାମ ସହଜରେ ପୂରା ହୋଇଯିବ । କିଛି ନୂଆ ଉପାୟରେ କାମ କରିବେ ଏବଂ ତାହା ପୂରା ହେବ । ପରିବାରରେ ସବୁ ଠିକ୍‌ ରହିବ ଓ ଆର୍ଥକ ସ୍ଥିତି ଠିକ୍‌ ରହିବ ।

ଧନୁ: ମହିଳାମାନେ ନିଜ ଉପରେ ଆଜି ଅଧିକ ଧ୍ୟାନ ଦେବେ । କିଛି କାମ କରିବା ଯୋଗୁ ଲୋକମାନେ ଆପଣଙ୍କର ପ୍ରଶଂସା କରିବେ । ଆପଣଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । ଘରକୁ ନେଇ କିଛି ବଡ ନିଷ୍ପତି ନେଇ ପାରନ୍ତି । ପାରିବାରିକ ସମସ୍ୟା ଦୂର ହୋଇପାରେ । ପିଲାମାନେ ଆଜି ମା’ଙ୍କୁ ଘର କାମରେ ସାହାଯ୍ୟ କରିବେ । ପିଲାମାନଙ୍କୁ ମା’ର ଭଲ ପାଇବା ମଳିବ ।ପରିବାରରେ କିଛି ନୂଆ ଦାୟିତ୍ୱ ମିଳିବ ।

ମକର: ଅର୍ଥ ସମସ୍ୟା ହୋଇପାରେ । ମହିଳାଙ୍କ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । ଆଜି ଆପଣଙ୍କୁ ସ୍ଥାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଅର୍ଥ ସମସ୍ୟା ହୋଇପାରେ । ସାଙ୍ଗ ସହ ଭଲ ସମୟ କଟିବ । ହଠାତ୍‌ କୌଣସି ସ୍ଥାନରୁ ଧନ ଲାଭ ହୋଇପାରେ । ବ୍ୟବସାୟ କରୁଥିଲେ ତାହା ଠିକ୍‌ ଠାକ୍‌ ରହିବ ।

କୁମ୍ଭ: ଆଜି କିଛି କଥାକୁ ନେଇ ଚିନ୍ତିତ ରହିବେ । କିଛି ପୂରୁଣା କଥା ପାଇଁ ଅଳ୍ପ ଚିନ୍ତାରେ ପଡିପାରନ୍ତି । ଯେକୌଣସି ପ୍ରକାରର ସମସ୍ୟା ଥିଲେ ଘର ଲୋକଙ୍କ ସହ କଥା ହୋଇ ଠିକ୍‌ କରିବା ପାଇଁ ଚେଷ୍ଟା କରିବେ । ଛାତ୍ରଛାଛ୍ରୀଙ୍କୁ କିଛି ନୂଆ ଶିଖିବା ପାଇଁ ମିଳିବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ ।

ମୀନ: ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ । ଖର୍ଚ୍ଚ ହୋଇପାରେ । ଦିନଟି ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବ । କାମକୁ ଠିକ୍‌ ଭାବେ କଲେ ଲାଭ ମିଳିପାରେ । ଜୀବନସାଥୀ କିଛି ଏପରି କରିପାରନ୍ତି, ଯେଉଁଥିପାଇଁ ଆପଣ ଅସୁବିଧାର ସାମ୍ନା ହୋଇପାରନ୍ତି । ବ୍ୟବସାୟରେ କ୍ଷତି ହୋଇପାରେ । କିଛି କାମ କରୁଛନ୍ତି ଯଦି ତାହାକୁ ସକରାତ୍ମକ ଭାବେ କରିବା ଉଚିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.