ମେଷଠୁ ମୀନ ରାଶି ଲୋକଙ୍କର ଆଜିର ଭାଗ୍ୟଫଳ ଜାଣନ୍ତୁ

ମନ ଖୁସି ରହିବ। ଚାକିରିରେ ବିଦେଶ ଯାତ୍ରାର ଯୋଗ ରହିଛି। ଯାତ୍ରା ଲାଭପ୍ରଦ ହେବ। ବିବାଦରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। ବାଣୀରେ ମଧୁରତା ରହିବ। ଅଟକିଥିବା ଧନ ପ୍ରାପ୍ତ ହୋଇପାରେ।

ମେଷ: ମନ ଖୁସି ରହିବ। ଚାକିରିରେ ବିଦେଶ ଯାତ୍ରାର ଯୋଗ ରହିଛି। ଯାତ୍ରା ଲାଭପ୍ରଦ ହେବ। ବିବାଦରୁ ଦୂରେଇ ରୁହନ୍ତୁ।

ବୃଷ: ଜୀବନସାଥୀଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। ବାଣୀରେ ମଧୁରତା ରହିବ। ଅଟକିଥିବା ଧନ ପ୍ରାପ୍ତ ହୋଇପାରେ।

ମିଥୁନ: ଅଯଥା ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ। ହଠାତ୍‌ ଧନପ୍ରାପ୍ତ ହୋଇପାରେ। ମନକୁ ଶାନ୍ତି ମିଳିବ। ଖାଦ୍ୟ ପ୍ରତି ସଚେତନ ରୁହନ୍ତୁ।

କର୍କଟ: ଲେଖାଲେଖି କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ଧନପ୍ରାପ୍ତିର ଯୋଗ ରହିଛି। ବସ୍ତ୍ର କିଣାକିଣିରେ ଖର୍ଚ୍ଚ ବଢ଼ିପାରେ। ଝଗଡ଼ାରୁ ଦୂରେଇ ରୁହନ୍ତୁ।

ସିଂହ: ମନ ଶାନ୍ତ ରହିବ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ସୁସ୍ୱାଦୁ ଖାଦ୍ୟପେୟ ପ୍ରତି ରୁଚି ବଢ଼ିପାରେ। ଆୟ ବୃଦ୍ଧି ପାଇବ।

କନ୍ୟା: ମନରେ ଆତ୍ମବିଶ୍ୱାସ ଭରପୂର ରହିବ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।

ତୁଳା: ଆୟ କମ୍‌ ଏବଂ ଖର୍ଚ୍ଚ ଅଧିକ ହୋଇପାରେ। ବାପାଙ୍କଠାରୁ ଧନପ୍ରାପ୍ତି ହେବ। ପାରିବାରିକ ଦାୟିତ୍ୱ ବଢ଼ିପାରେ।

ବିଛା: ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ଆୟ ବୃଦ୍ଧି ପାଇବ। କାର୍ଯ୍ୟଭାର ମଧ୍ୟ ବଢ଼ିବ। ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।

ଧନୁ: ପାରିବାରିକ ଜୀବନ ସୁଖମୟ ହେବ। ପରିବାରରେ ସମ୍ମାନ ବଢ଼ିବ। ସାଙ୍ଗମାନଙ୍କ ସହିତ ଯାତ୍ରା ଯୋଗ ରହିଛି।

ମକର: ଆଳସ୍ୟ ଅଧିକ ରହିବ। ଆୟ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ଜିଦି କରିବେ।

କୁମ୍ଭ: ବ୍ୟବସାୟରେ ମିତ୍ରଙ୍କ ସହଯୋଗରୁ ଲାଭ ମିଳିବ। ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ପରିବାର ସହିତ ଯାତ୍ରାରେ ଯାଇପାରନ୍ତି।

ମୀନ: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିବ। ଧୌର୍ଯ୍ୟ ଧରିବାକୁ ଚେଷ୍ଟା କରନ୍ତୁ। ଭାଇ, ଭଉଣୀଙ୍କ ସହଯୋଗ ମିଳିବ। ରୋଜଗାର ବଢ଼ିବ।

Leave A Reply

Your email address will not be published.