Below header

ଆଜି କେମିତି କଟିବ ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଫିସ୍‌ରେ କୌଣସି ଭଲ ଖବର ଶୁଣିବାକୁ ମିଳିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତ ଦୃଢ଼ ହେବ। କୌଣସି ଅତିଥି ଖୁସି ଖବର ନେଇ ଘରକୁ ଆସିପାରନ୍ତି।

ମେଷ: ଅଫିସ୍‌ରେ କୌଣସି ଭଲ ଖବର ଶୁଣିବାକୁ ମିଳିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ।

ବୃଷ: ଆଜିର ଦିନ ଭଲରେ କଟିବ। ଆର୍ଥିକ ସ୍ଥିତ ଦୃଢ଼ ହେବ। କୌଣସି ଅତିଥି ଖୁସି ଖବର ନେଇ ଘରକୁ ଆସି ପାରନ୍ତି।

ମିଥୁନ: କୌଣସି ଶୁଭ ସମାଚାର ମିଳିବାର ଯୋଗ ରହିଛି। କେଉଁଆଡ଼େ ବୁଲି ଯିବାକୁ ପ୍ଲାନ୍‌ କରିବେ। ବ୍ୟବସାୟରେ ବଡ଼ ଫାଇଦା ମିଳିବ।

କର୍କଟ: ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଲଘୁ ଉଦ୍ଦ୍ୟୋଗ କରୁଥିବା ଲୋକଙ୍କୁ ବଡ଼ ଫାଇଦା ମିଳିବ।

ସିଂହ: ଆଜି ଭାଗ୍ୟ ଆପଣଙ୍କୁ ସମର୍ଥନ ଦେବ। କେବଳ ନିଜ ଜରୁରୀ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମନକୁ ଶାନ୍ତି ମିଳିବ।

କନ୍ୟା: କ୍ୟାରିୟର ମାମଲାରେ ଆପଣଙ୍କୁ କିଛି ଲାଭ ମିଳି ପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। କମ୍‌ ପରିଶ୍ରମରେ ବଡ଼ ଲାଭ ମିଳିବ।

ତୁଳା: ଆଜି ଆପଣଙ୍କୁ ଅନେକ ଫାଇଦା ମିଳିବ। ବ୍ୟବସାୟରେ ଅଟକିଥିବା ଧନ ଆପଣ ଫେରିପାଇବେ। ମା’, ବାପାଙ୍କ ଆଶୀର୍ବାଦ ନେବାକୁ ଭୁଲନ୍ତୁ ନାହିଁ।

ବିଛା: ଭାଗ୍ୟ ଦୃଷ୍ଟିକୋଣରୁ ଦିନଟି ଭଲ। କୌଣସି ଲକ୍ଷ୍ୟ ସହଜରେ ପୂରଣ ହେବ। କୌଣସି କାମରେ ବରିଷ୍ଠମାନଙ୍କର ଭରପୂର ସହଯୋଗ ମିଳିବ।

ଧନୁ: ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ। ମା’, ବାପାଙ୍କ ଆଶୀର୍ବାଦ ମିଳିବ। ଅଟକିଥିବା କାମ ପୂରା ହେବ। ପରିବାର ସହିତ ଯାତ୍ରାରେ ଯାଇ ପାରନ୍ତି।

ମକର: ନିଜକୁ ଆପଣ ଆଜି ଶକ୍ତିବାନ୍‌ ଅନୁଭବ କରିବେ। ଅଟକିଥିବା କାମ ଜଲ୍‌ଦି ପୂରା ହୋଇଯିବ। ଆପଣଙ୍କୁ ଆର୍ଥିକ ଫାଇଦା ମିଳି ପାରେ।

କୁମ୍ଭ: ବିବାହିତ ଲୋକେ ନିଜ ଜୀବନସାଥୀଙ୍କ ସହ ଭଲ ରେଷ୍ଟୁରାଣ୍ଟକୁ ଡିନରରେ ଯାଇପାରନ୍ତି। କଠିନ ପରିଶ୍ରମ କରିବାକୁ ପଡ଼ି ପାରେ।

ମୀନ: କୌଣସି କାମରେ ଆପଣଙ୍କୁ ସଫଳତା ମିଳିବ। ପାରିବାରିକ ସମ୍ପର୍କରେ ମିଠାପଣ ଆସିବ। ଘରର କୌଣସି ନୂଆ ଦାୟିତ୍ୱ ମିଳି ପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.