ଆଜିର ଭାଗ୍ୟଫଳ: ଏହି ରାଶିର ଲୋକେ ପୁରୁଣା ସାଙ୍ଗଙ୍କୁ ଭେଟିବେ, ମିଳିପାରେ ବସ୍ତ୍ର ଉପହାର

ଆତ୍ମବିଶ୍ୱାସ ବଢ଼ିବ। ବାଣୀରେ ମଧୁରତା ରହିବ। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। ଆୟ ବଢ଼ିବ। ପ୍ରଗତିର ରାସ୍ତା ଖୋଲିବ। ବସ୍ତ୍ର ଉପହାର ମିଳିପାରେ। କୌଣସି ସାଙ୍ଗ ଆସିପାରନ୍ତି। ସାଙ୍ଗଙ୍କ ସମର୍ଥନ ପାଇବେ।

ମେଷ: ଆତ୍ମବିଶ୍ୱାସ ବଢ଼ିବ। ବାଣୀରେ ମଧୁରତା ରହିବ। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। ଆୟ ବଢ଼ିବ। ପ୍ରଗତିର ରାସ୍ତା ଖୋଲିବ।

ବୃଷ: ବସ୍ତ୍ର ଉପହାର ମିଳିପାରେ। ଆତ୍ମବିଶ୍ୱାସ ଭରପୂର ରହିବ। କୌଣସି ସାଙ୍ଗ ଆସିପାରନ୍ତି। ଆତ୍ମସଂଯତ ରୁହନ୍ତୁ। ସାଙ୍ଗଙ୍କ ସମର୍ଥନ ପାଇବେ।

ମିଥୁନ: ମନ ଅଶାନ୍ତ ରହିବ। ଧୌର୍ଯ୍ୟ କମିବ। ପରିବାର ସହିତ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଖର୍ଚ୍ଚ ବଢ଼ିପାରେ।

କର୍କଟ: ମନରେ ଆଶା ଓ ନିରାଶାର ଭାବ ରହିବ। ଆତ୍ମବିଶ୍ୱାସ ବଢ଼ିବ। ପୁରୁଣା ସାଙ୍ଗଙ୍କୁ ଭେଟିପାରନ୍ତି। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହୀ ହେବେ।

ସିଂହ: ଭବନ ସୁଖ ବଢ଼ିବ। ପରିବାରରେ ସୁଖ, ଶାନ୍ତି ରହିବ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ।

କନ୍ୟା: ଚାକିରିରେ ପଦୋନ୍ନତି ପାଇବେ। ମାନ ସମ୍ମାନ ବୃଦ୍ଧି ପାଇବ। ପରିଶ୍ରମ ଅଧିକ କରିବେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ।

ତୁଳା: ମନ ଅଶାନ୍ତ ରହିବ। ବ୍ୟବସାୟରେ ପରିବର୍ତ୍ତନର ସମ୍ଭାବନା ରହିଛି। କୌଣସି ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିପାରେ। ଧୌର୍ଯ୍ୟହରା ହେବେ।

ବିଛା: ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ସନ୍ତାନ ସୁଖ ବଢ଼ିବ। ପୁରୁଣା ସାଙ୍ଗଙ୍କୁ ଭେଟିବେ। ବସ୍ତ୍ର କିଣାକିଣି କରିବେ। ବ୍ୟବସାୟ ବିସ୍ତାର ହୋଇପାରେ।

ଧନୁ: ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିର ସୁଯୋଗ ମିଳିପାରେ। ଆୟ ବଢ଼ିବ। ଭାଇମାନଙ୍କ ସମର୍ଥନ ପାଇବେ।

ମକର: ପରିବାର ଓ ସାଙ୍ଗମାନଙ୍କ ସମର୍ଥନ ମିଳିବ। ଆତ୍ମବିଶ୍ୱାସ ଭରପୂର ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଖୁସି ଖବର ମିଳିବ।

କୁମ୍ଭ: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଅଯଥା ଝଗଡ଼ା ଏବଂ ବିବାଦରୁ ଦୂରରେ ରୁହନ୍ତୁ।

ମୀନ: ପଠନରେ ରୁଚି ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ପୈତୃକ ସମ୍ପତ୍ତିରୁ ଧନ ମିଳିବ। କଠିନ ପରିଶ୍ରମ ଅଧିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.