ଆସନ୍ତାବର୍ଷ ଫେବ୍ରୁଆରୀ ୧୪ରେ ପ୍ଲସ ଟୁ ପରୀକ୍ଷା, ମାର୍ଚ୍ଚ ୧୩ ଯାଏ ଚାଲିବ

ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ରେଜଲ୍ଟ ଆସିବ । ଫର୍ମ ପୂରଣ ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ହେବ। ଆଜି ପ୍ରକାଶ ପାଇଛି ସିଏଚଏସଇ ଏକାଡେମିକ କ୍ୟାଲେଣ୍ଡର।

କେନ୍ୟୁଜ୍(ବ୍ୟୁରୋ): ଫେବ୍ରୁଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତାବର୍ଷ ଫେବ୍ରୁଆରୀ ୧୪ରେ ପ୍ଲସ ଟୁ ପରୀକ୍ଷା । ମାର୍ଚ୍ଚ ୧୩ ଯାଏ ଚାଲିବ ପରୀକ୍ଷା । ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ରେଜଲ୍ଟ ଆସିବ । ଫର୍ମ ପୂରଣ ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ହେବ। ଆଜି ପ୍ରକାଶ ପାଇଛି ସିଏଚଏସଇ ଏକାଡେମିକ କ୍ୟାଲେଣ୍ଡର। ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.