Below header

ରାଶିଫଳ : ଜାଣନ୍ତୁ କେଉଁ ରାଶି ଅନୁସାରେ କ’ଣ ହେବ ପରିବର୍ତ୍ତନ

ଆପଣ ଆଜି ଅନ୍‌ଲାଇନ୍‌ରେ ଅଧିକ ସମୟ ରହିପାରନ୍ତି । ଯେକୌଣସି କାମ କରିବେ ସେଥିପାଇଁ ବହୁତ ଲାଭ ହୋଇପାରେ । କାମ ଆଜି ଭଲରେ ହୋଇଯିବ ।

ମେଷ : ବହାରକୁ ଯାତ୍ରା କରିବେ, କିଛି ଜିନିଷ କିଣାକିଣି କରିବେ । କୌଣସି ପ୍ରକାରର ସମସ୍ୟା ସାମ୍ନାକୁ ଆସିପାରେ । ଆଖପାଖ ସ୍ଥାନକୁ ଯାତ୍ରା କରିପାରନ୍ତି । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିପାରନ୍ତି । କୌଣସି କାମ ପାଇଁ ବହୁତ ବ୍ୟାସ୍ତ ରହିପାରନ୍ତି । ସେଥିପାଇଁ ନିଜ ଉପରେ ଭରଷା ରଖିବେ ।

ବୃଷ : ଆପଣଙ୍କ ପାଇଁ ଅଧିକ ଖର୍ଚ୍ଚ ଅଛି । କିଛି କାମ ପାଇଁ ଚିନ୍ତିତ ରହିପାରନ୍ତି । ଯାହାଦ୍ୱାରା ସବୁ କିଛି ଠିକ୍‌ ହୋଇଯିବ । କରିଥିବା କାମର ଫଳ ଆଜି ମିଳିଯିବ । କିଛି କାମକୁ ନେଇ ବ୍ୟାସ୍ତ ହୋଇପାରନ୍ତି ଏବଂ ଆଖପାଖ ସ୍ଥାନକୁ ଯାତ୍ରା କରିପାରନ୍ତି । କୌଣସି କାର୍ଯ୍ୟକୁ ଆପଣ ଠିକ୍‌ ଭାବେ କରିବା ପାଇଁ ଅଧିକ ଚେଷ୍ଟା କରନ୍ତୁ ନାହିଁ ।

ମିଥୁନ : କୌଣସି ବଡ ଲୋକଙ୍କ ଠାରୁ ଆଶୀର୍ବାଦ ମିଳିବ । ମାଇଣ୍ଡ ଆଜି ବହୁତ ଭଲ ରହିବ । କିଛି ଭଲ ଖବର ପାଇପାରନ୍ତି । ଆର୍ଥିକ ସ୍ଥିତି ଠିକ୍‌ ରହିବ । ଆପଣ ଆଜି ଅନ୍‌ଲାଇନ୍‌ରେ ଅଧିକ ସମୟ ରହିପାରନ୍ତି । ଯେକୌଣସି କାମ କରିବେ ସେଥିପାଇଁ ବହୁତ ଲାଭ ହୋଇପାରେ । କାମ ଆଜି ଭଲରେ ହୋଇଯିବ ।

କର୍କଟ : ଆପଣଙ୍କୁ ଆଜି ମାନସମ୍ମାନ ମିଳିବ । ଆପଣଙ୍କ ପାଇଁ ବହୁତ ଖୁସିର ଦିନ ରହିଛି ।  ଆପଣ ଆଜିି ଘର, ଗାଡି, ଭୂମି ସମ୍ଭନ୍ଧୀୟ କିଛି କାର୍ଯ୍ୟ କରିବେ । ପରିବାରର କୌଣସି କାମରେ ବହୁତ ବ୍ୟାସ୍ତ ରହିପାରନ୍ତି । ଅଫିସ୍‌ରେ ବହୁତ କାମ ରହିପାରେ । ପରିବାର ସହ ଖୁସର ସମୟ କାଟିବେ ।

ସିଂହ :  କିଛି କାମ ଯେପରି ପରିବାର ଏବଂ ବାହାର କାର୍ଯ୍ୟକୁ କରିବା ପାଇଁ ଚିନ୍ତା କରିବେ । ଏହି ରାଶିର ଲୋକମାନେ ଆଜି ଖୁସି ରହିବେ । କୌଣସି କାର୍ଯ୍ୟରେ ରୁଚି ବଢିବ । ବହୁତ ଖୁସ ରହିପାରନ୍ତି । ଛୋଟ ପିଲାଙ୍କ ସହ ଅନେକ ସମୟ କାଟିବେ । ଆପଣ ଆଜି ବହୁତ ବ୍ୟାସ୍ତ ରହିବେ ଏବଂ ଖାଦ୍ୟ ପାଇଁ କିଛି ଅସୁବିଧା ହୋଇପାରେ ।

କନ୍ୟା : ଏହି ରାଶିର ଲୋକମାନେ ବହୁତ କିଛି ଶୁଣିବେ ଏବଂ କହିବେ ମଧ୍ୟ । ଆର୍ଥିକ ସ୍ଥିତିକୁ ଠିକ୍‌ କରିବା ପାଇଁ ଚେଷ୍ଟା କରିବେ । ଆପଣ ଆଜି କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି ।  ଆପଣ ଆଜି ଅନ୍ୟ ଲୋକଙ୍କୁ ଅନେକ ସାହାଯ୍ୟ କରିବେ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୁଳା : ଏହି ରାଶିର ଲୋକଙ୍କ ପାଇଁ ଲୋକ ସମ୍ପର୍କ ବହୁତ ଭଲ ରହିବ । ବାହାରକୁ ଯାତ୍ରା କାରିପାରନ୍ତି । କିଛି ସମସ୍ୟା ସାମ୍ନାକୁ ଆସିପାରେ । ଏହା ସହ ଆପଣ ଆଜି ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ନିଜର ସବୁ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ, ନଚେତ କାହା ସହ ଝଗଡା ହୋଇପାରେ । ଭବିଷ୍ୟତକୁ ନେଇ କିଛି କାର୍ଯ୍ୟ କରିବେ ।  ଖୁସି ରହିବେ, ପରିବାର ସହ ସମୟ କାଟିବେ ।

ବିଛା : ବାହାରକୁ ଯିବା ପାଇଁ ଯୋଜନା କରିପାରନ୍ତି । କୌଣସି କାମକୁ ନେଇ ଆପଣ ଉପରେ ଅଧିକାରୀଙ୍କ ସହ କଥା ହୋଇପାରନ୍ତି । ଆଜି ଆପଣ ବହୁତ ଭଲ ଦିନ ରହିପାରେ । ପରିବାର ସହ ଖୁସିର ସମୟ କାଟିବେ । କୌଣସି ଅଜଣା ଲୋକଙ୍କସହ ଭେଟ ହୋଇପାରେ ।  ସବୁ କାମ ଆଜି ଭଲରେ ହୋଇଯିବ ।

ଧନୁ : ଆଜି ଆପଣ କାମରେ ବହୁତ ବ୍ୟାସ୍ତ ରହିବେ ।  ଆପଣ ଆଜି ଲବଙ୍ଗ ଖାଇବା ସହ ଦାନ ମଧ୍ୟ କରନ୍ତୁ, ଯାହାଦ୍ୱାରା ଦିନଟି ଭଲରେ କଟିବ । କିଛି କାମକୁ ନେଇ ଆପଣ ଆଜି ନିଷ୍ପତି ନେଇପାରନ୍ତି । ଏହା ସହ ପିଲାଙ୍କ ସହ ଆଜି ଖୁସିର ସମୟ କାଟିବେ । କୌଣସି ବିଶେଷ କାମକୁ ଭଲ ଭାବେ କରିପାରନ୍ତି ।

ମକର : ଏହାସହ ପୂରା ଦିନ କାମରେ ହିଁ ଅତିବାହିତ ହୋଇଯିବ । କିଛି କଥା ପାଇଁ ଚିନ୍ତିତ ରହିବେ । କିଛି ବିଶେଷ କାମକୁ ଭଲ ଭାବେ କରିବେ । ଏହା ସହ ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ରହିପାରେ ଏବଂ ଅତ୍ୟନ୍ତ ଖୁସି ମଧ୍ୟ ରହିପାରନ୍ତି । ଆପଣ ଆଜି କ୍ୟାରିୟର ବିଷୟରେ ଚିନ୍ତା କରିବେ ।

କୁମ୍ଭ : ଆଜି ଆପଣଙ୍କର ଲୋକ ସମ୍ପର୍କ ଭଲ ରହିବ । କୌଣସି କାମ ଭଲରେ ହୋଇଯିବ ।  କିଛି କାର୍ଯ୍ୟ ଯାହା ହୋଇପାରୁନଥିଲା ତାକୁ ପୂରା କରିବା ପାଇଁ ଚେଷ୍ଟା କରିବେ । କୌଣସି ପ୍ରକାରର ନୂଆ ଜିନିଷ ସହ ଜଡିତ ରହିପାରନ୍ତି । ଆପଣ ଆଜି କେଶରେ ତେଲ ଲଗାନ୍ତୁ, ଦିନଟି ଆହୁରି ଖୁସିରେ କଟିବ ।

ମୀନ : ଯେଉଁ କଥା ପାଇଁ ଚିନ୍ତିତ ଥିଲେ, ତାହା ଦୂର ହେବ । କୌଣସି ଦିଗରୁ ଲାଭ ପାଇପାରନ୍ତି । ଆପଣ ଆଜି କୌଣସି କଥା ପାଇଁ ଅଳ୍ପ ଚିନ୍ତିତ ରହିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇପାରେ ।  ନଚେତ କାହା ସହ ଝଗଡା ହୋଇପାରେ । ଆଜି ଆପଣଙ୍କ ପାଇଁ ଭଲ ଦିନ ଅଛି ଏବଂ ବହୁତ ଖୁସି ରହିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.