ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି କୋର୍ଟ କେସ୍, ଜାନୁଆରୀ ୬ରେ ହାଜର ହେବାକୁ ସମନ୍

ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି କୋର୍ଟ କେସ୍। ଉତ୍ତର ପ୍ରଦେଶ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ସମନ।

ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି କୋର୍ଟ କେସ୍। ଉତ୍ତର ପ୍ରଦେଶ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ସମନ। ଜାନୁଆରୀ ୬ରେ ହାଜର ହେବାକୁ ସମନ୍ ଜାରି କରିଛି ସୁଲତାନପୁରରMP-MLA କୋର୍ଟ। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧୀ। ବିଜେପି ନେତା ବିଜୟ ମିଶ୍ର ଏ ନେଇ ୨୦୧୮, ଅଗଷ୍ଟ ୪ ତାରିଖରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଆଜି ରାହୁଲ ଗାନ୍ଧୀ କୋର୍ଟରେ ହାଜର ହେବାକୁ ପୂର୍ବରୁ ସମନ ଜାରି ହୋଇଥିଲା। କିନ୍ତୁ ଆଜି ହାଜର ହୋଇ ନଥିଲେ ରାହୁଲ। ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬ରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.