ଆଜିର ରାଶିଫଳ: ଏହି ରାଶିର ଲୋକେ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ

ବାଣୀରେ ମଧୁରତା ରହିବ। ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିବ। କଠିନ ପରିଶ୍ରମ କରିବେ। ଚାପରୁ ଦୂରରେ ରୁହନ୍ତୁ। ଯାତ୍ରା ଯୋଗ ରହିଛି। ମନ ଖୁସି ରହିବ। ଆୟ ବୃଦ୍ଧି ପାଇବ। ବାହନ ସୁଖ ବଢ଼ିପାରେ।

ମେଷ: ବାଣୀରେ ମଧୁରତା ରହିବ। ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିବ। କଠିନ ପରିଶ୍ରମ କରିବେ। ଚାପରୁ ଦୂରରେ ରୁହନ୍ତୁ। ଯାତ୍ରା ଯୋଗ ରହିଛି।

ବୃଷ: ମନ ଖୁସି ରହିବ। କର୍ମକ୍ଷେତ୍ରରେ ଅନୁକୂଳ ସ୍ଥିତି ରହିବ। ଆୟ ବୃଦ୍ଧି ପାଇପାରେ। ବାହନ ସୁଖ ବଢ଼ିପାରେ। ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ।

ମିଥୁନ: ପରିବାରରେ ସଦ୍‌ଭାବ ବଜାୟ ରଖନ୍ତୁ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ମନ ଅଶାନ୍ତ ରହିବ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ।

କର୍କଟ: ମନରେ ଆତ୍ମବିଶ୍ୱାସ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ।

ସିଂହ: ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ବ୍ୟସ୍ତ ରହିବେ। ଚାକିରିରେ ପଦୋନ୍ନତି ପାଇପାରନ୍ତି। ରୋଜଗାରର ସୁଯୋଗ ମିଳି ପାରେ।

କନ୍ୟା: ଅତ୍ୟଧିକ ଉତ୍ସାହୀ ହୁଅନ୍ତୁ ନାହିଁ। ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭର ଅବସର ମିଳି ପାରେ।

ତୁଳା: ଆତ୍ମବିଶ୍ୱାସ କମିବ। ମନ ଚିନ୍ତିତ ରହିବ। ଚିକିତ୍ସା ଖର୍ଚ୍ଚ ବଢ଼ିପାରେ। ବସ୍ତ୍ର ପ୍ରତି ରୁଚି ବଢ଼ି ପାରେ। ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଆଗ୍ରହୀ ହେବେ।

ବିଛା: ମାନସିକ ଶାନ୍ତି ରହିବ। ଶୈକ୍ଷିକ କାର୍ଯ୍ୟରେ ଶୁଭ ଫଳ ପାଇବେ। ଦାମ୍ପତ୍ୟ ସୁଖ ବଢ଼ିବ। ଖର୍ଚ୍ଚ ବୃଦ୍ଧି ପାଇପାରେ। ସଙ୍ଗୀତ ପ୍ରତି ରୁଚି ବଢ଼ିବ।

ଧନୁ: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ ପ୍ରଗତିର ରାସ୍ତା ଖୋଲିବ। ଆଳସ୍ୟ ଅଧିକ ରହିବ। କଠିନ ପରିଶ୍ରମ କରିବେ।

ମକର: ମନ ଖୁସି ରହିବ। ମା’ଙ୍କ ଆଶୀର୍ବାଦ ପାଇବେ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ଖର୍ଚ୍ଚ ବୃଦ୍ଧି ପାଇବ।

କୁମ୍ଭ: ଅଯଥା କ୍ରୋଧ ଏବଂ ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। ଉଚ୍ଚ ପଦବୀ ହାସଲ ହୋଇ ପାରେ।

ମୀନ: ପାରିବାରିକ ଦାୟିତ୍ୱ ବଢ଼ି ପାରେ। ବାପାଙ୍କ ସମର୍ଥନ ପାଇବେ। ପରିବାର ସହିତ ଯାତ୍ରାରେ ଯାଇ ପାରନ୍ତି। ସାଥୀଙ୍କ ସମର୍ଥନ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.