ମାର୍ଚ୍ଚ ୨୨ର ରାଶିଫଳ: ଆଜି ହିଁ ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଦୌଡ଼ାଦୌଡ଼ି ଅଧିକ ରହିବ। ବାପାଙ୍କ ସମର୍ଥନ ପାଇବେ। ଚିନ୍ତା କରିବେ। କଳା କିମ୍ବା ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧନ ସ୍ଥିତିରେ ସୁଧାର ହେବ। ସମ୍ମାନ ମିଳିବ।

ମେଷ: ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଦୌଡ଼ାଦୌଡ଼ି ଅଧିକ ରହିବ। ବାପାଙ୍କ ସମର୍ଥନ ପାଇବେ। ମନ ଚିନ୍ତିତ ରହିବ।

ବୃଷ: କଳା କିମ୍ବା ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଧନ ସ୍ଥିତିରେ ସୁଧାର ହେବ। ସମ୍ମାନ ମିଳିବ।

ମିଥୁନ: ମନ ପ୍ରସନ୍ନ ରହିବ। ମାନସିକ ଶାନ୍ତି ରହିବ। ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। ପିଲାମାନଙ୍କଠାରୁ ଭଲ ଖବର ମିଳିପାରେ।

କର୍କଟ: ମାନସିକ ଶାନ୍ତି ରହିବ। ଅଯଥା ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ। ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ସିଂହ: ଚାକିରିରେ ପ୍ରଗତିର ରାସ୍ତା ପ୍ରଶସ୍ତ ହେବ। ଆୟ ବୃଦ୍ଧି ପାଇବ। ଅଫିସରମାନଙ୍କ ସହଯୋଗ ମିଳିବ। ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

କନ୍ୟା: ମନ ଅସନ୍ତୋଷ ରହିପାରେ। ଚାକିରିରେ କୌଣସି ଦୂର ସ୍ଥାନକୁ ଯାଇପାରନ୍ତି। ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ।

ତୁଳା: ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ବ୍ୟବସାୟରେ କୌଣସି ବନ୍ଧୁଙ୍କ ସମର୍ଥନ ମିଳିପାରେ। ପାରିବାରିକ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ।

ବିଛା: ଆତ୍ମବିଶ୍ୱାସ ରହିବ। ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଘଟିବ। ଆୟ ବଢ଼ିବ। ବାହାନ ପ୍ରାପ୍ତ ହୋଇପାରେ।

ଧନୁ: ମନ ପ୍ରସନ୍ନ ରହିବ। ପରିବାରରେ ସମ୍ମାନ ବଢ଼ିବ। ସୁସ୍ୱାଦୁ ଖାଦ୍ୟରେ ରୁଚି ବଢ଼ିବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ହେବ।

ମକର: ବାଣୀରେ ମଧୁରତା ରହିବ। ମନରେ ନକାରାତ୍ମକତାର ପ୍ରଭାବରୁ ଦୂରେଇ ରୁହନ୍ତୁ। ପରିବାରର ସମର୍ଥନ ମିଳିବ। ଅଧିକ ଖର୍ଚ୍ଚ ହେବ।

କୁମ୍ଭ: ମନ ଖୁସି ରହିବ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ମାନ ସମ୍ମାନ ପ୍ରାପ୍ତି ହେବ। ଚାକିରିରେ ପ୍ରଗତିର ଅବସର ମିଳି ପାରେ। ବନ୍ଧୁଙ୍କ ସହ ଭେଟ ହେବ।

ମୀନ: କଳା କିମ୍ବା ସଙ୍ଗୀତରେ ରୁଚି ବଢ଼ିପାରେ। କୌଣସି ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟରେ ସୁଧାର ହେବ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।

Leave A Reply

Your email address will not be published.