ଆଜିର ରାଶିଫଳ : ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ଡିଲ୍ ଫାଇନାଲ୍ କରିବାକୁ ମଉକା ମିଳିବ। ଆପଣଙ୍କୁ ମାନ ସମ୍ମାନ ମିଳିବ। ଶିକ୍ଷା କ୍ଷେତ୍ରରେ ମନ ଲାଗିବ ।

ମେଷ: ମନ ବିଚଳିତ ରହିବ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ଡିଲ୍ ଫାଇନାଲ୍ କରିବାକୁ ମଉକା ମିଳିବ। ଆପଣଙ୍କୁ ମାନ ସମ୍ମାନ ମିଳିବ। ଶିକ୍ଷା କ୍ଷେତ୍ରରେ ମନ ଲାଗିବ । ଭାଇ ଭଉଣୀଙ୍କ ସହଯୋଗ ମିଳିବ । ଆଶା ନିରାଶା ମିଶ୍ରିତ ଭାବ ମନରେ ରହିବ ।

ବୃଷ: ସ୍ୱାସ୍ଥ୍ୟପ୍ରତି ସଚେତନ ରୁହନ୍ତୁ । ଆପଣ ଚିନ୍ତିତ ରହିବେ। ଆପଣଙ୍କ ସ୍ୱଭାବ ଚିଡଚିଡା ରହିବ, ଯାହା ପରିବାର ଲୋକଙ୍କୁ ପସନ୍ଦ ଆସିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ସୁଧାର ଆସିବ । ପରିବାରର ସହଯୋଗ ମିଳିବ ।

ମିଥୁନ: ବେପାର ମାମଲାରେ ଆପଣଙ୍କ ଦିନ ଭଲ ରହିବ। ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ଖବର ଶୁଣିବାକୁ ମିଳିବ। ଆତ୍ମବିଶ୍ୱାସ ବଢିବ । କାରବାରରେ ବ୍ୟସ୍ତ ରହିବେ । ଲାଭ ମିଳିବ । ଚାକିରିକୁ ନେଇ ଯାତ୍ରା କରିବାକୁ ପଡିପାରେ ।

କର୍କଟ: ଆତ୍ମବିଶ୍ୱାସ ବଢିବ । କାରବାରରେ ସମସ୍ୟା ଦେଖାଦେବ । ମନ ପ୍ରସନ୍ନ ରହିବ । ସାଙ୍ଗମାନଙ୍କ ସହିତ ମଉଜ ମସ୍ତିରେ ଦିନ କଟିବ। ବଡ଼ କାମରେ ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତି ସହ କଥାବାର୍ତ୍ତା କରନ୍ତୁ।

ସିଂହ: ପରିବାରରେ ଧାର୍ମିକ କାର୍ଯ୍ୟ ହେବ । କାରବାର ବଢିବ । ସାଙ୍ଗ ଘରକୁ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କ ଦିନ ଫଳଦାୟକ ରହିବ। ନିଜର ନିର୍ଣ୍ଣୟ ନେବାର କ୍ଷମତାକୁ ମଜଭୁତ ରଖନ୍ତୁ। ପରିବାରରେ ସ୍ନେହ, ପ୍ରେମ ରହିବ।

କନ୍ୟା: ମନ ପ୍ରସନ୍ନ ରହିବ । ଚାକିରିରେ ସହଯୋଗ ମିଳିବ । ଉନ୍ନତି କରିବେ । ପାରିଶ୍ରମିକ ଅଧିକ ମିଳିବ । ଆୟ ବୃଦ୍ଧି ହେବ । ପାର୍ଟନରସିପ୍ରେ କୌଣସି କାମ କରନ୍ତୁ ନାହିଁ। ଚାକିରି କରୁଥିବା ଲୋକଙ୍କୁ ନିଜ କାମରେ ସାବଧାନ ରହିବାକୁ ପଡ଼ିବ।

ତୁଳା: ଜୀବନସାଥିଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖନ୍ତୁ । ଚାକିରିରେ ପରିବର୍ତ୍ତନର ସୁଯୋଗ ମିଳିବ । ନୂଆ ଲୋକଙ୍କ ସହ ସମ୍ପର୍କ ଗଢ଼ି ଉଠିବ। ମାନ ସମ୍ମାନ ବୃଦ୍ଧି ହେବା ଦ୍ୱାରା ମନ ପ୍ରସନ୍ନ ରହିବ। ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ବିଛା: ଚାକିରିରେ ଉନ୍ନତି ହେବ । ଅଫିସର ସହଯୋଗ କରିବେ । କୌଣସି ପୁରୁଣା ବନ୍ଧୁଙ୍କୁ ସାକ୍ଷାତ କରିପାରନ୍ତି । ଧନ ସମ୍ବନ୍ଧୀୟ ମାମଲାରେ ଦିନଟି ଭଲ ରହିବ। ବେପାରରେ ଅଟକିଥିବା ଧନ ମିଳିପାରେ। କୌଣସି ବାଦ ବିବାଦରେ ପଡ଼ନ୍ତୁ ନାହିଁ।

ଧନୁ: ମନ ପ୍ରସନ୍ନ ରହିବ । ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଆଜି କୌଣସି ନୂଆ ଗାଡ଼ି କିଣିପାରନ୍ତି। ବୁଝାମଣାରେ କୌଣସି କାମ ଆରମ୍ଭ କଲେ, ତାହା ଆପଣଙ୍କ ପାଇଁ ଭଲ ହେବ।

ମକର: ଆତ୍ମବିଶ୍ୱାସ ବଢିବ । ଲାଭ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ ପ୍ରତି ସଚେନତ ରହିବାକୁ ପଡିବ । କୌଣସି ଆଇନ ମାମଲାରେ ସଫଳତା ହାସଲ କରି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବାଧା ଦୂର କରିବାକୁ ଚେଷ୍ଟା କରନ୍ତୁ। ଉତ୍ତମ ସମ୍ପତ୍ତି ଲାଭ କରିବେ।

କୁମ୍ଭ: ଧର୍ମକର୍ମରେ ବ୍ୟସ୍ତ ରହିବେ । ଚାକିରିରେ ପରିବର୍ତ୍ତନ ହୋଇପାରେ । ପାରିଶ୍ରମିକ ମିଳିବ । ଆତ୍ମବିଶ୍ୱାସରେ ଅଭାବ ପରିଲିଖିତ ହେବ । ସ୍ୱାସ୍ଥ୍ୟ ସମସ୍ୟାରୁ ଆରାମ ମିଳିବ। ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ଚେଷ୍ଟା କରନ୍ତୁ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ।

ମୀନ: ମନ ଶାନ୍ତ ରହିବ । ଆୟ ବୃଦ୍ଧି ହେବ । ଲାଭ ମିଳିବ । ଘରକୁ କୌଣସି ଖାସ୍ ଅତିଥି ଆସିବା ଦ୍ୱାରା ମନ ଖୁସି ରହିବ। ମାନ ସମ୍ମାନ ମିଳିବ। କୌଣସି ନୂଆ କାମ ଆରମ୍ଭ କରି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.