Below header

ଆଜିର ଭାଗ୍ୟଫଳ: ଜାଣନ୍ତୁ ମେଷଠୁ ମୀନ ରାଶିଙ୍କ ଭାଗ୍ୟରେ ଆଜି କ’ଣ ଅଛି

ଅତି ଉତ୍ସାହିତ ହୁଅନ୍ତୁ ନାହିଁ। ଚାକିରିରେ ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି। ବ୍ୟସ୍ତ ରହିବେ। ପରିଶ୍ରମ ଅଧିକ କରିବେ। ଆୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ କାର୍ଯ୍ୟଭାର ବଢ଼ିପାରେ। ଧୌର୍ଯ୍ୟହରା ହେବେ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ।

ମେଷ: ଅତି ଉତ୍ସାହିତ ହୁଅନ୍ତୁ ନାହିଁ। ଚାକିରିରେ ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି। ଅଧିକ ବ୍ୟସ୍ତ ରହିବେ। କଠିନ ପରିଶ୍ରମ ଅଧିକ କରିବେ।

ବୃଷ: ଆୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ କାର୍ଯ୍ୟଭାର ବଢ଼ିପାରେ। ଧୌର୍ଯ୍ୟହରା ହେବେ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ।

ମିଥୁନ: ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ। ଆତ୍ମବିଶ୍ୱାସ ଭରପୂର ରହିବ। କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ରହିବ। ଖର୍ଚ୍ଚ ବଢ଼ିପାରେ।

କର୍କଟ: ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଧର୍ମ ପ୍ରତି ସଦ୍‌ଭାବ ରହିବ। ଶୈକ୍ଷିକ କାର୍ଯ୍ୟରେ ସଫଳ ହେବେ। ସାଙ୍ଗମାନଙ୍କ ସମର୍ଥନ ମିଳିବ।

ସିଂହ: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ପରିଶ୍ରମ ଅଧିକ ରହିବ। ଖର୍ଚ୍ଚ ବଢ଼ିବ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ଆତ୍ମବିଶ୍ୱାସ ଭରପୂର ରହିବ।

କନ୍ୟା: ମନ ଚିନ୍ତିତ ରହିବ। ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ଲାଭର ସୁଯୋଗ ରହିଛି। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ମାନ ସମ୍ମାନ ମିଳିବ।

ତୁଳା: ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। ଆତ୍ମନିର୍ଭରଶୀଳ ହୁଅନ୍ତୁ। ଭ୍ରମଣର ସମ୍ଭାବନା ରହିଛି।

ବିଛା: ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ବ୍ୟବସାୟରେ ଲାଭ ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆତ୍ମସଂଯତ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ।

ଧନୁ: ମାନସିକ ଶାନ୍ତି ରହିବ। ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ସାଥୀଙ୍କ ସମର୍ଥନ ପାଇବେ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।

ମକର: ମନରେ ଆଶା ଓ ନିରାଶାର ଭାବ ରହିବ। ବ୍ୟବସାୟରେ ବୃଦ୍ଧି ଘଟିବ। ଆୟ ବଢ଼ିବ। ପାରିବାରିକ ଦାୟତ୍ୱ ବଢ଼ିପାରେ।

କୁମ୍ଭ: ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପରିବାରର ସମର୍ଥନ ପାଇବେ। ମାନସିକ ଶାନ୍ତି ରହିବ। ପରିଶ୍ରମ କରିବେ।

ମୀନ: କଥାବାର୍ତ୍ତାରେ ସଂଯତ ରୁହନ୍ତୁ। ସନ୍ତାନର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଲାଭ ମିଳିପାରେ। ମନ ଖୁସି ରହିବ। ଭ୍ରମଣରେ ଯାଇପାରନ୍ତି। ଆୟ ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.