Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ଦିନଟି ସୁଖରେ ଯିବ। ନବବସ୍ତ୍ର ଏବଂ ଅଳଙ୍କାର କ୍ରୟ କରିବ। ପରିବାରରେ ଆନନ୍ଦ ଉଲ୍ଲାସ ଭରି ରହିବ।

https://www.youtube.com/watch?v=1_8JawwYugE

ବୃଷ :  ଅଧିକ ଖର୍ଚ୍ଚର ସମ୍ମୁଖିନ ହେବେ। ଅଧର୍ଯ ହୋଇପାରନ୍ତି। ପରିବାରିକ କଳହରୁ ମୁକ୍ତି ମିଳିବ।

https://www.youtube.com/watch?v=M07avvqDUQ8

ମିଥୁନ : ଦିନଟି ଅଡ଼ୁଆରେ ବିତିବ। ଦୁଃସମ୍ବାଦ ମିଳିବ। ବିବାହ ଘଟସୂତ୍ରରେ କିଛିଟା ଅସୁବିଧାର ସମ୍ମୁଖିନ କରିପାରନ୍ତି।

https://www.youtube.com/watch?v=l2UXIqSOJKY

କର୍କଟ : ଦିନଟି ଶୁଭ ରହିବ । ମନୋରଞ୍ଜକମୟ ରହିବ। ଆଜି ଖାସ କରି ପାଣିରୁ ନିଜକୁ ଦୂରେଇ ରଖନ୍ତୁ।

https://www.youtube.com/watch?v=D1GoKG6vJj4

ସିଂହ : ଦିନଟି ମୋଟ ଉପରେ ଭଲ ଯିବ। ପାରିବାରିବ ଏବଂ କାର୍ଯ୍ଯଳୟରେ ମତାନ୍ତର ଦୂର ହେବ।

https://www.youtube.com/watch?v=LAW_3-FMtaI

କନ୍ୟା : ସମସ୍ତ ଶୁଭ ପାଇବେ। ସ୍ବାସ୍ଥ୍ଯ ଜନିତ ସମସ୍ଯା ହୋଇପାରେ। ଅର୍ଥାଗତ ସମସ୍ଯା ଦେଖାଯିବ।

https://www.youtube.com/watch?v=WGDmlSRzMJM

ତୁଳା : ଶୁଭ ଫଳ ମିଳିବ। ଧନର ଆଗମନ ହେବେ। ବହୁ ଦିନରୁ ସ୍ଥଗିତ କାମ ପୂର୍ଣ୍ଣ ହେବ।

https://www.youtube.com/watch?v=L7f0jloFJ-c

ବିଛା : ମଧ୍ୟମ ଫଳ ପ୍ରାପ୍ତ ହେବ। ଯାନବାହନ କ୍ଷେତ୍ରରେ ସାବଧାନତା ଅବଳମ୍ବନ କରନ୍ତୁ।

https://www.youtube.com/watch?v=yiJcyhXRZFw

ଧନୁ : ନିଜକୁ ନିସହାୟ ଅନୁଭବ କରିବେ। ଅର୍ଥାଭାବ ଦେଖାଦେଇପାରେ।

https://www.youtube.com/watch?v=aql8YoGO268

ମକର : ଦିନଟି ପ୍ରାୟ ଶୁଭରେ ବିତିବ। ଦୂର ଯାତ୍ରା କରନ୍ତୁ ନାହିଁ। କିଛି ମାତ୍ରରେ ସତର୍କତା ଅବଲମ୍ବନ କରନ୍ତୁ।

https://www.youtube.com/watch?v=ydD4xw_-LBM

କୁମ୍ଭ : ସମସ୍ତ ଦିଗରୁ ସୁଖି ହେବେ। ପରିବାରିକ କ୍ଷେତ୍ରରେ ସୁଖ ଫଳ ମିଳିବ। ବହୁ ଦିନର ଆଶା ପୂରଣ ହେବ।

https://www.youtube.com/watch?v=CBs_cGZLUCI

ମୀନ : ଦିନଟି ସୁଖରେ ବିତିବ। ଖ୍ଯାତିଲାଭ କରିବେ। ନୂତନ ଦିଗଦର୍ଶନ ମିଳିବ। ସ୍ବାସ୍ଥ୍ଯଜନିତ ସମସ୍ଯା ଦେଖାଦେଇପାରେ।

https://www.youtube.com/watch?v=nyjpJ17xYVk

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.