ଶୀତ ଋତୁରେ କାହିଁକି କରିବା ଉଚିତ୍ ବିବାହ, ଜାଣନ୍ତୁ ଏହା ପଛରେ ଥିବା ଚାରୋଟି କାରଣ

ଆମେ ବହୁତ ଓ୍ଵିଣ୍ଟର ୱେଡିଙ୍ଗ୍ସ ଦେଖିଛନ୍ତି ଏବଂ ଅଧିକାଂଶ ଲୋକଙ୍କର ଶୀତ ଦିନରେ ବି ବାହାଘର ହୋଇଥାଏ। କିନ୍ତୁ ଆମ ମାନଙ୍କ ମଧ୍ୟରୁ ବହୁତ କମ୍ ଲୋକ ଶୀତ ଋତୁରେ ବାହାଘରର ଫାଇଦା ବିଷୟରେ ଜାଣିଥିବେ। ଆଜି ଆପଣଙ୍କୁ ଶୀତ ଋତୁରେ ହେଉଥିବା ବିବାହର ଫାଇଦା ବିଷୟରେ ଜଣାଇବୁ।

ଗରମ ଦିନରେ ଆପଣଙ୍କୁ ମେକଅପ୍ ଚିନ୍ତା ଥାଏ, କିନ୍ତୁ ଶୀତ ଦିନେ ଆପଣଙ୍କର ଝାଳ ବାହାରିବା ଏବଂ ଖରାପ ଦେଖାଯିବା ଚିନ୍ତା ନଥାଏ। ଆପଣ ବହୁତ ସୁନ୍ଦର ଭାବରେ ବିବାହକୁ ସମ୍ପୂର୍ଣ୍ଣ ଭାବେ ଏଞ୍ଜୟ କରିପାରିବେ।

ଶୀତ କାରଣରୁ ଭୋଜନର ସ୍ୱାଦ ଆହୁରି ବି ଉତ୍ତମ ହୋଇଥାଏ। ଆପଣ ଏହି ଋତୁରେ ତାଜା ତାଜା ପରିବା ପାଇପାରିବେ। ଆଉ ଭୋଜନର ସ୍ୱାଦ ବି ବହୁତ ଭଲ ଆସିଥାଏ।

ଦୁହ୍ଲନ୍ ଗରମ ଦିନରେ କଣ ପିନ୍ଧିବ ତାକୁ ନେଇ ଚିନ୍ତାରେ ଥାଆନ୍ତି, କାହିଁକିନା ଗରମରେ ଭାରି ଗହଣା ଏବଂ ଓଜନଆ ଶାଢ଼ି କିମ୍ବା ଲେହେଙ୍ଗାଙ୍କୁ ସମ୍ଭାଳିବା ବହୁତ କଷ୍ଟକର ହୋଇପଡେ। କିନ୍ତୁ ଶୀତ ଋତୁରେ ବିବାହ କଲେ ଆପଣଙ୍କୁ ଏହି ସବୁ ଚିନ୍ତା କରିବାକୁ ଆବଶ୍ୟକ ପଡିବନାହିଁ।

ଗରମରେ ଆପଣଙ୍କ ମେକଅପ ଉପରେ ବହୁତ ପ୍ରଭାବ ପଡିଥାଏ, ଏହି କାରଣରୁ ଥଣ୍ଡା ଦିନ ବିବାହ ପାଇଁ ଭଲ ସମୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.