Below header

ଅଳ୍ପରେ ସମାଧାନ : ୫ଟି ଆୟୁର୍ବେଦ ଉପାୟ

ଆୟୁର୍ବେଦରେ ଅନେକ ପ୍ରକାର ଘରୋଇ ଉପଚାର ଏବଂ ପଦ୍ଧତି ଅଛି ଯାହା ଦ୍ବାରା ଆପଣ ସହଜରେ ନିଜ ସ୍ବାସ୍ଥ୍ୟର ଯତ୍ନ ନେଇ ପାରିବେ । ସେହିଭଳି କିଛି ପଦ୍ଧତି ଆମେ ଏଠରେ ଦେଉଛୁ ।

୧-ସକାଳୁ ଉଠିଲେ ଗୋଟିଏ ଗ୍ଲାସ୍ ଉଷୁମ ପାଣିକୁ ଚା ଭଳି ଧୀରେ ଧୀରେ ପିଅନ୍ତୁ । ତଳେ ବସି ପାଣି ପିଇବା ଅଭ୍ୟାସ କରନ୍ତୁ ।

୨-ସକାଳ ଜଳିଖିଆ ସହ ଫଳ ରସ ପିଇବାର ଅଭ୍ୟାସ କରନ୍ତୁ ।

୩-ଖାଦ୍ୟ ଖାଇବାର ୪୦ରୁ ୪୫ ମିନିଟ୍ ପରେ ପାଣି ପିଅନ୍ତୁ । ସେହିଭଳି ଖାଇବାର ୪୫ ମିନିଟ୍ ପୂର୍ବରୁ ପାଣି ପିଅନ୍ତୁ ।

୪-ଶୋଷ ହେଲେ ପିଣି ପିଅନ୍ତୁ । ଆବଶ୍ୟକତା ଠାରୁ ଅଧିକ ପାଣି ପିଇଲେ କଫ ଜମେ ।

୫-ଯଦି ଆଂଠୁ ଗଣ୍ଠିରେ ଦରଜ ରହୁଛି ତେବେ ଗୋଟିଏ ଚାମଚ ମେଥିକୁ ଉଷୁମ ପାଣି ସହ ଚୋବାଇ ଖାଆନ୍ତୁ । ଦରଜ ଭଲ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.