ଜଳଖିଆରେ ଖାଆନ୍ତୁ ଗଜାମୁଗ, ମିଳିବ ଅନେକ ଫାଇଦା

ଗଜାମୁଗ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭକାରୀ ହୋଇଥାଏ। ଗଜାମୁଗରେ ଅନେକ ପୋଷକ ତତ୍ତ୍ବ ରହିଥାଏ। ଏହି କାରଣରୁ ଏହାକୁ ଖାଇଲେ ଶରୀର ସୁସ୍ଥ ରହିଥାଏ। ଏହାକୁ କେବଳ ସକାଳର ଜଳଖିଆ ଖାଇବା ସମୟରେ ଖାଇବା ଉଚିତ। ଗଜାମୁଗ ଶରୀରର ପାଇଁ ଉପକାରୀ ହୋଇଥିବାରୁ ଏହାକୁ ଅମୃତ ଆହାର କୁହାଯାଇଥାଏ।

nectar-ଏଥିରେ କ୍ଲୋରୋଫିଲ, ଭିଟାମିନ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ମ୍ୟାଗନେସିୟମ, ଆଇନ ଭଳି ଖଣିଜ ପଦାର୍ଥ ରହିଥାଏ। ସାଧାରଣ ଡ଼ାଲି ଅପେକ୍ଷା ଗଜା ହୋଇଥିବା ଡ଼ାଲିରେ କାର୍ବୋହାଇଡ୍ରେଡ୍ ପ୍ରୋଟିନର ପରିମାଣ ଅଧିକ ହୋଇଯାଇଥାଏ, ଯାହା ଶରୀର ପାଇଁ ଅନେକ ଲାଭକାରୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.