ଏହି ଟିପ୍ସକୁ ଆପଣାନ୍ତୁ, ଦେଖିବେ ଝିଅମାନେ ନିଜ ଆଡୁ ଆପଣଙ୍କୁ ବନ୍ଧୁତ୍ବର ହାତ ବଢାଇବେ

ପୁଅମାନଙ୍କୁ ମଧ୍ୟ ନିଜ ସଫା ସୁତୁରାର ଧ୍ୟାନ ରଖିବାକୁ ପଡିଥାଏ କହିଁକିନା, ଏହା ଏବେ ପୁରୁଣା ଧାରଣ ହୋଇସାରିଲାଣି କି, ପ୍ରତ୍ୟେକ ଦିନ ସଜାଇ ହେବା କେବଳ ପୁଅ ମାନଙ୍କର କାମ । ଝିଅମାନେ ମଧ୍ୟ ଏହି ପୁଅମାନଙ୍କୁ ଅଧିକ ଗୁରୁତ୍ବ ଦେଇଥାନ୍ତି ଯେଉଁ ମାନେ ଅଧିକ ପରିସ୍କାର ଦେଖାଯାଇ ଥାନ୍ତି । ଆପଣ ଯଦି ସଫାସୁତୁରା ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ତେବେ ଏହି ସହଜ ତରିକାକୁ ଆପଣାନ୍ତୁ ।

face

• ପ୍ରତ୍ୟେକ ଦିନ ଗାଧୋଇବା ସମୟରେ ପାଦକୁ ସ୍କ୍ରବ ନିହାତି କରନ୍ତୁ । ସର୍ବଦା ଜୋତା ପିନ୍ଧି ରହିବା କାରଣରୁ ପାଦରେ ଝାଳ ଆସିଥାଏ ଯେଉଁ କାରଣ ପାଇଁ ଦୁର୍ଗନ୍ଧ ବାହାରି ଥାଏ ।

• ଗାଧୋଇବା ସମୟରେ ଅଣ୍ଡର ଆର୍ମକୁ ମଧ୍ୟ ଭଲ ଭାବେ ସଫା କରନ୍ତୁ । ଏହା ଦ୍ବାରା ବହୁତ ରୋଗରୁ ନିଜ ଶରୀରକୁ ବଂଚାଇ ପାରିବେ ଏବଂ ଏହା ସହିତ ଦୁର୍ଗନ୍ଧବି ଦୂର ହୋଇଯିବ ।

• ନିଜ ରେଜରରୁ ସବୁ ବେଳେ ବଦଳାନ୍ତୁ । ପୂରୁଣା ରେଜରରେ ଠିକ୍ ଭାବେ ସେଭିଙ୍ଗ୍ ହୋଇପାରେ ନାହିଁ ଏହା ସହିତ ଚେହେରାରେ ଲାଲ୍ ଦାଗ ମଧ୍ୟ ଆସିଥାଏ ।

luck

• ସର୍ବଦା ହାଲୁକା ରଙ୍ଗର କପଡା ପିନ୍ଧନ୍ତୁ । ଗରମ ଦିନରେ ଏହି କଥାର ଭଲଭାବେ ମନେରଖନ୍ତୁ । ଏଥିରେ ଝାଳ ଆପଆପେ ସୁଖି ଯାଇଥାଏ ଏବଂ ଏହା ଦ୍ବାରା ଶରୀରରୁ ଦୁର୍ଗନ୍ଧ ବାହାରି ନଥାଏ ।

• ଦିନରେ ଦୁଇଥର ଗାଧୋଇ ପାରୁନାହାଁନ୍ତି ତେବେ ମୁହଁକୁ ଏବଂ ହାତ ଗୋଡକୁ ସବୁବେଳେ ସଫା ରଖନ୍ତୁ । ଯାହା ଦ୍ବାରା ଆପଣ ନିଜକୁ ଫ୍ରେସ୍ ଅନୁଭବ କରିବା ସହିତ ପରିସ୍କାର ମଧ୍ୟ ରହିବେ ।

man

• ନିଜ ପାଖରେ ଯଦି ସର୍ବଦା ଡିଓଡ୍ରାଣ୍ଡ ରଖୁଛନ୍ତି ତେବେ ଏହାକୁ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କର ଶରୀରରୁ ଦୁର୍ଗନ୍ଧ ଆସି ନଥାଏ ।