ଆପଣ ଜାଣିଛନ୍ତି କି, ବିବାହର ପ୍ରଥମ ରାତିରେ ପୁରୁଷଙ୍କ ମନରେ ଆସେ ଏହି କଥା

ବିବାହର ବନ୍ଧନ ଦୁଇ ଲୋକଙ୍କୁ ଏକା ଡ଼ୋରୀରେ ବାନ୍ଧିଥାଏ। ବିବାହ ପରେ ନିଜ ସଂମ୍ପର୍କକୁ ନେଇ ବହୁ ଉତ୍ସାହିତ ରହିବା ସହ ନିଜର ପ୍ରଥମ ରାତିକୁ ନେଇ ବହୁତ ଆଶାବାଦୀ ରହିଥାନ୍ତି। ପ୍ରଥମ ରାତିକୁ ନେଇ ମହିଳା ଡ଼ରି ରହିଥିବା ବେଳେ ପୁରୁଷଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଆସିଥାଏ। ଆସନ୍ତୁ ଜାଣିବା ବିବାହର ପ୍ରଥମରାତିରେ କଣ ଭାବିଥାନ୍ତି ପୁରୁଷ।

-ଆଜିକାଲି ସମସ୍ତ ପୁରୁଷଙ୍କ ମନରେ ପ୍ରଥମରାତିକୁ ନେଇ ପ୍ରଶ୍ନ ରହିଥାଏ କି ତାଙ୍କ ନବବିବାହିତା ପତ୍ନୀ ତାଙ୍କ ପାଇଁ କେସର-କ୍ଷୀର ନେଇ ଆସିବେ ନା ନାହିଁ। ଏପରିକି ସେ ମୁଣ୍ଡରେ ଓଢ଼ଣା ଦେଇ ତାଙ୍କ ବାଟ ଚାହିଁ ବସିଥିବେ କି ନାହିଁ।

-ପ୍ରସ୍ତାବିତ ବିବାହରେ ପୁରୁଷଙ୍କ ମନରେ ନିଜ ପ୍ରଥମରାତିକୁ ନେଇ ଏହି ଖୁସି ଭରିଥାଏ କି ତାଙ୍କୁ ଏକୁଟିଆରେ କିଛି ସମୟ ନିଜ ସାଥିଙ୍କ ସହ ବିତାଇବାକୁ ମିଳିବ।

wedding

-ଏହି ସମୟରେ ପୁରୁଷଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଲାଗିରହିଥାଏ କି, ଏଥିରେ କେଉଁ କାମ ପ୍ରଥମେ କରିବା ଉଚିତ୍। ଏହାପରେ ମଧ୍ୟ ପୁରୁଷ ହଠାତ ନିଜର ବିବାହକୁ ନେଇ ବିଶ୍ବାସ କରିପାରନ୍ତି ନାହିଁ। ସେମାନଙ୍କ ମନରେ ସବୁବେଳେ ପ୍ରଶ୍ନ ଉଠିଥାଏ କଣ ସତରେ ତାଙ୍କର ବିବାହ ହୋଇଛି କି?

– ପୁରୁଷ ବିବାହର ପ୍ରଥମ ରାତିରେ ନିଜ ପତ୍ନୀଙ୍କୁ କଣ ଉପହାର ଦେବେ ସେନେଇ ବହୁତ ଚିନ୍ତିତ ରହିଥାନ୍ତି। କାରଣ ତାଙ୍କୁ ଅନୁଭୂତ ହୋଇଥାଏ କି ସେ ଠିକ୍ ଭାବେ ତାଙ୍କ ସାଥିଙ୍କୁ ଜାଣିମଧ୍ୟ ନାହାନ୍ତି।

Leave A Reply

Your email address will not be published.