Below header

ଏହି ଅକ୍ଷର ମହିଳା ଦିଅନ୍ତି ନାହିଁ ଧୋକା, ଦେଖନ୍ତୁ ଆପଣଙ୍କ ନାଁ ଏଥିରେ ଅଛିକି ସାମିଲ

ସମସ୍ତ ବ୍ଯକ୍ତିଙ୍କ ଆଶା ରହିଥାଏ ତାଙ୍କ ଜୀବନ ସଠିକ୍ ଏବଂ ପରଫେକ୍ଟ ହେଉ। ଜୀବନରେ କୌଣସି ପ୍ରକାରର ବାଧା ନଆସୁ। ସାଧାରଣତଃ କେହି ମଧ୍ୟ ଚାହାନ୍ତି ନାହିଁ କି  ତାଙ୍କ  ଜୀବନ ସାଥି ବା ପ୍ରେମୀକା ଅବିଶ୍ବାସନୀୟ ବା ଧୋକେବାଜ ବାହାରୁ। ତେବେ ଆପଣ ଜାଣିଛନ୍ତି କି ମହିଳାଙ୍କ ନାମର ପ୍ରଥମ ଅକ୍ଷର ଦ୍ବାରା ସେ ସଂପର୍କରେ ବିଶ୍ବାସନୀୟ କି ନୁହଁ ଜାଣିପାରିବେ। ଆଜି ଆମେ ସେହିଭଳି କିଛି ନାମ କହିବାପାଇଁ ଯାଉଛି ଯେଉଁମାନେ ସାଥି ହିସାବରେ ଶ୍ରେଷ୍ଠ ହୋଇଥାନ୍ତି।

couple 2

ଏ ବା A ଅକ୍ଷରରୁ ନାମ ଆରମ୍ଭ ହେଉଥିବା ମହିଳାଙ୍କୁ ଭଲ ପାଇବାରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଏମାନଙ୍କୁ ସହଜରେ ତାଙ୍କ ସ୍ବପ୍ନର ରାଜକୁମାର ମିଳିନଥାଏ। ଯଦି ତାଙ୍କୁ ସାଥି ମିଳିଯାଏ ତେବେ ଏମାନେ ଜୀବନସାରା ତାଙ୍କ ସହିତ ରହିଥାନ୍ତି।

ଏମ୍ ବା M ଅକ୍ଷର ମହିଳା ଦେଖିବାରେ ବହୁତ ଆକର୍ଷିତ ଥାନ୍ତି। ଏଥିପାଇଁ ତାଙ୍କୁ ବହୁତ  ସହଜରେ ସାଥି ମିଳିଯାଇଥାଏ। ଏହି ମହିଳା ବହୁତ ଭାବପ୍ରବଣ ହୋଇଥାନ୍ତି ଏବଂ ତାଙ୍କ ସାଥିଙ୍କୁ ହିଁ ସମସ୍ତ ବିଷୟରେ ଜଣାଇଥାନ୍ତି। ଏମାନେ ଥରେ କାହାର ହାତ ଧରିଲେ ଏତେ ସହଜରେ ଛାଡ଼ନ୍ତି ନାହିଁ ।

couple

 

କେ ବା K ଅକ୍ଷର ମହିଳା ନିଜ ଜୀବନସାଥିଙ୍କ ସହ ସମସ୍ତ ମୂହୂର୍ତ୍ତରେ ଠିଆ ହୋଇଥାନ୍ତି। ଏମାନେ କେବେ ମଧ୍ୟ ନିଜ ସାଥିଙ୍କୁ ଧୋକା ଦେଇନଥାନ୍ତି। ଏହି ମହିଳାଙ୍କ ସ୍ବାଭାବ ଟିକେ ଜିଦିଆ ହୋଇଥାଏ ଏଣୁ ସେମାନେ ତାଙ୍କ ସାଥୀଙ୍କୁ ନିଜର ପ୍ରେମ ପ୍ରଦର୍ଶନ କରିପାରନ୍ତି ନାହିଁ।

ଆର ବା R ଅକ୍ଷର ବିଶିଷ୍ଠ ମହିଳା ସମସ୍ତଙ୍କର ବହୁତ ଧ୍ଯାନ ରଖନ୍ତି। ଏହି ନାମର ମହିଳା ଭଲପାଇବାରେ ସହଜରେ ପଡ଼ିଯାଆନ୍ତି କିନ୍ତୁ ଥରେ ଯଦି ଜଣଙ୍କ ସହ ପ୍ରେମ କରିବସନ୍ତି ତାଙ୍କୁ କେବେ ଧୋକା ଦିଅନ୍ତି ନାହିଁ। ଏମାନେ ଟିକେ ମୁଡ଼ି ଥାଆନ୍ତି ଯଦି ଆପଣ ଏମାନଙ୍କ ମୁଡ଼କୁ ବୁଝିଗଲେ ତେବେ ଆପଣ ବହୁତ ଭାଗ୍ଯଶାଳୀ। କାରଣ ଏପରି ସାଥି ଆପଣଙ୍କୁ ବିଲକୁଲ ମିଳିବେ ନାହିଁ।

ନିଶ୍ଚିତ ପଢ଼ନ୍ତୁ:  ଆପଣ ଜାଣିଛନ୍ତି କି, କାହିଁକି ମହିଳା ପସନ୍ଦ କରନ୍ତି ଧନୀ ପୁରୁଷ ?

ଏସ୍ ବା S ଅକ୍ଷରର ମହିଳା ସ୍ବାଭାବରେ ଟିକେ ରାଗି ଥାଆନ୍ତି। ଖୁବ ଶୀଘ୍ର ଛୋଟ ଛୋଟ କଥାରେ ରାଗିଥାନ୍ତି। କିନ୍ତୁ ଏମାନଙ୍କ ରାଗ ଭଳି ଭଲ ପାଇବା ମଧ୍ୟ ବହୁତ ଅଧିକ। ଏମାନେ ନିଜ ସାଥିଙ୍କୁ ବହୁତ ଭଲ ପାଆନ୍ତି ଏପରିକି ନିଜ ସଂପର୍କକୁ ରକ୍ଷା କରିବାକୁ ଯାଇ କୌଣସି ମଧ୍ୟ ସୀମା ପାର କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.