Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ :ସୁସ୍ୱାଦୁ ଭୋଜନ କରିବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ବିଦ୍ୟାର୍ଥୀ ସଫଳତା ପାଇବେ ।

brushaବୃଷ : ତର୍କବିତର୍କ ହୋଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ବେପାର ବାଣିଜ୍ୟରେ ସଫଳତା ପାଇବେ ।

mithunaମିଥୁନ : ଆୟ ବୃଦ୍ଧି ହେବ । ପାରିବାରିକ ସମସ୍ୟା ଦୂର ହେବ । ବେପାର ବାଣିଜ୍ୟରେ ସଫଳତା ପାଇବେ । ସ୍ଥିର ମନରେ କାର୍ୟ୍ୟ କରନ୍ତୁ ।

karkataକର୍କଟ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ବନ୍ଧୁମିଳନ ଯୋଗ ରହିଛି । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

singhaସିଂହ : ଅହଙ୍କାର ତ୍ୟାଗ କରନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଗାଡି ଚଲାଇବା ସମୟରେ ସାବଧାନ ରହିବା ଆବଶ୍ୟକ ।

kanyaକନ୍ୟା : ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

tulaaତୁଳା : ପରିଶ୍ରମ ଅନୁସାରେ ଫଳ କମ୍‌ ପାଇବେ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଦାମ୍ପତ୍ୟ ଜୀବନରେ ପୀଡ଼ା ଦେଖାଦେବ ।

bichhaବିଛା : ସୁସ୍ୱାଦୁ ଭୋଜନ କରିବେ । ବିଦେଶ ଯାତ୍ରା ସଫଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଦିନଟି ଭଲରେ କଟିବ ।

dhanuଧନୁ : ମନକୁ ଆୟତ୍ତରେ ରଖନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

makaraମକର : ମାନସମ୍ମାନ ପ୍ରାପ୍ତି ହେବ । ଗୃହରେ ଅଶାନ୍ତି, ଅସନ୍ତୋଷ ଦେଖାଦେବ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।

kumbhaକୁମ୍ଭ : ପାରିବାରିକ ସମସ୍ୟା ଦେଖା ଦେଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ ।

minaମୀନ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମନରୁ ସନ୍ଦେହ ଭାବ ତ୍ୟାଗ କରିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବନ୍ଧୁ ମିଳନ ଯୋଗ ରହିିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.