Below header

ଆଜିଠାରୁ ରାଜ୍ୟରେ ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ଆରମ୍ଭ ହେବ କାଉନସେଲିଂ

ଭୁବନେଶ୍ବର (କେନ୍ଯୁଜ୍) : ରାଜ୍ୟରେ ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ଆଜିଠାରୁ ଆରମ୍ଭ ହେବ କାଉନସେଲିଂ । ଆସନ୍ତା ୧୦ଦିନ ମଧ୍ୟରେ ୧୧୩ ଜଣ ବିଶେଷଜ୍ଞ ଡାକ୍ତର ଏବଂ ୪୮୩ ଜଣ ଏମ୍.ବି.ବି.ଏସ୍ ଡାକ୍ତରଙ୍କ ସମେତ ମୋଟ ୫୯୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ସେହିପରି ୧୭୧ ଜଣ ଦନ୍ତ ଚିକିତ୍ସିକଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ । ନୂଆ କ୍ୟାଡର ରୁଲରେ ଆହୁରି ଅଧିକ ୨ ହଜାର MBBS ଡାକ୍ତରଙ୍କ ନିଯୁକ୍ତି ପ୍ରକି୍ରୟା ଆରମ୍ଭ ହୋଇଛି । ନୂତନ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ଶେଷ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.