Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ :ସୁସ୍ୱାଦୁ ଭୋଜନ କରିବେ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ ।

brushaବୃଷ : ସ୍ୱାସ୍ଥ୍ୟ ଉତ୍ତମ ରହିବ । ସ୍ଥିର ମନରେ କାଯ୍ୟର୍ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ପାରିବାରିକ ସମସ୍ୟା ଦେଖା ଦେଇପାରେ।

mithunaମିଥୁନ : ତର୍କବିତର୍କ ହୋଇପାରେ । ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୋର୍ଟ କଚେରୀ ମାମଲାଠାରୁ ଦୂରେଇ ରହନ୍ତୁ।

karkataକର୍କଟ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ ।

singhaସିଂହ : ସୁସ୍ୱାଦୁ ଭୋଜନ କରିବେ । ବିଦେଶ ଯାତ୍ରା ସଫଳ ହେବ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।

kanyaକନ୍ୟା : ବିଦ୍ୟାର୍ଥୀମାନେ ସଫଳତା ପାଇବେ । ଗୃହରେ ଅଶାନ୍ତି ଦେଖାଦେଇପାରେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

tulaaତୁଳା : ପାରିବାରିକ ସମସ୍ୟା ଦୂର ହେବ । ଅହଙ୍କାର ତ୍ୟାଗ କରନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

bichhaବିଛା : ଗୁରୁଜନଙ୍କୁ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ମାନସମ୍ମାନ ପ୍ରାପ୍ତି ସହ ବନ୍ଧୁଙ୍କ ସହଯୋଗ ମିଳିବ ।

dhanuଧନୁ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ । ବନ୍ଧୁ ମିଳନ ଯୋଗ ରହିିଛି ।

makaraମକର : ପାରିବାରିକ ସମସ୍ୟା ଦେଖା ଦେବ । ଭାବିଚିନ୍ତି ଧନର ଆଦାନପ୍ରଦାନ କରନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

kumbhaକୁମ୍ଭ : ସନ୍ତାନକୁ ନେଇ ଆନନ୍ଦିତ ହେବେ । ଗାଡି ଚଲାଇବା ସମୟରେ ସାବଧାନ ରହିବା ଆବଶ୍ୟକ । ବିଦ୍ୟାର୍ଥୀ ସଫଳତା ପାଇବେ ।

minaମୀନ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ତର୍କବିତର୍କ ଠାରୁ ଦୂରେଇ ରହନ୍ତୁ । ବନ୍ଧୁ ମିଳନ ଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.