ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଗୁରୁଜନଙ୍କ ସହଯୋଗ ମିଳିବ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ବିଦେଶ ଯାତ୍ରା ସଫଳ ହେବ ।

brushaବୃଷ : ସୁସ୍ୱାଦୁ ଭୋଜନ କରିବେ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ମାନ ସମ୍ମାନ ପ୍ରାପ୍ତି ହେବ ।

mithunaମିଥୁନ : ସ୍ଥିରମନରେ କାର୍ୟ୍ୟ କରନ୍ତୁ । ଧନ ଆଦାନ ପ୍ରଦାନରେ ସଫଳତା ମିଳିବ । କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । ମାନସିକ ଦୁଶ୍ଚିନ୍ତା ଦେଖାଦେବ ।

karkataକର୍କଟ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପରାକ୍ରମ କ୍ଷେତ୍ରରେ ବିଜୟ ଲାଭ କରିବେ । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ।

singhaସିଂହ : କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସନ୍ତାନକୁ ନେଇ ଚିନ୍ତିତ ରହିବେ ।  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

kanyaକନ୍ୟା : ଗୁରୁଜନଙ୍କ ଆଦର କରନ୍ତୁ । ବିଦ୍ୟାର୍ଥୀ ସଫଳତା ପାଇବେ  । ଗାଡି ଚଳାଇବା ସମୟରେ ସାବଧାନ ରହିବା ଆବଶ୍ୟକ ।

tulaaତୁଳା : ପାରିବାରିକ ସମସ୍ୟା ଦେଖା ଦେଇପାରେ । ଭାବିଚିନ୍ତି କାର୍ୟ୍ୟ କରନ୍ତୁ । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ମାନ ସମ୍ମାନ ପ୍ରାପ୍ତି ହେବ ।

bichhaବିଛା : ଅହଙ୍କାର ତ୍ୟାଗ କରନ୍ତୁ । ଗୁରୁଜନଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

dhanuଧନୁ : ବାଣୀ ନିୟନ୍ତ୍ରଣେରେ ରଖନ୍ତୁ । ସ୍ଥିର ମନରେ କାର୍ୟ୍ୟ କରନ୍ତୁ ସଫଳତା ପାଇବେ । ସନ୍ତାନକୁ ନେଇ ଆନନ୍ଦିତ ରହିବେ ।

makaraମକର : ସୁସ୍ୱାଦୁ ଭୋଜନ ଲାଭ ହେବ । ବେପାର ବାଣିଜ୍ୟରେ ସଫଳତା ମିଳିବ । ମନକୁ ଆୟତ୍ତରେ ରଖନ୍ତୁ ।

kumbhaକୁମ୍ଭ : ପରାକ୍ରମ କ୍ଷେତ୍ରରେ ଜୟ ଲାଭ କରିବେ ।  ସନ୍ତାନକୁ ନେଇ ଚିନ୍ତିତ ରହିବା ସହ ଖର୍ଚ୍ଚ ବଢ଼ିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

minaମୀନ : ଗୁରୁଜନଙ୍କ ଆଦର ଓ ସମ୍ମାନ କରନ୍ତୁ । ପାରିବାରିକ ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

Leave A Reply

Your email address will not be published.