Keratosis Piralis ବା ଚିକେନ ସ୍କିନରୁ ମୁକ୍ତି ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଟିପ୍ସ

କେରାଟୋସିସି ପିରାଲିସ ଭଳି ଚିକେନ ସ୍କିନ୍ ନାମରେ ଜଣାଶୁଣା। ଏହା ବିଲକୁଲ୍ ଆକ୍ନେ ସହିତ ସମାନ। ଯାହା ପାଇଁ ସ୍କିନରେ ଛୋଟ ଛୋଟ ବ୍ରଣ ହୋଇଥାଏ। ଏହି ଛୋଟ ବ୍ରଣ ଡେଡ ସ୍କିନ ସେଲ ହୋଇଥାଏ, ଯେଉଁଥିରେ ଫଲିକଲ ଦେଖିବାକୁ ମିଳିଥାଏ। ଏହି ଛୋଟ ବ୍ରଣ ଲାଲ କିମ୍ବା ବ୍ରାଉନ ରଙ୍ଗ ହୋଇଥାଏ।

ଏହା ସାଧାରଣତଃ ହାତର ଉପରି ଭାଗ, ଜଙ୍ଘ,ଗାଲରେ ହୋଇଥାଏ। କିନ୍ତୁ ଏଥିରୁ ଆପଣ ଏମିତି ଛୁଟକାରା ପାଇପାରିବେ। ତେବେ ଆସନ୍ତ ଜାଣିବା…

ଗାଧୋଇବା ସମୟରେ ଅଳ୍ପ ଉଷୁମ ପାଣିରେ ଗାଧାନ୍ତୁ, ଯାହା ସ୍କିନର ପୋର୍ସକୁ ଖୋଲିବ।

ଏହାକୁ କମ୍ କରିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ଜରୁରୀ। ଆପଣ ଲାକଟିକ୍ ଏସିଡ ମଧ୍ୟ ବ୍ଯବହାର କରିପାରିବେ, ଯାହା ସ୍କିନକୁ ମଶ୍ଚରାଇଜର କରିଥାଏ।

କେରାଟୋସିସି ପିରାଲିସକୁ କମ୍ କରିବା ପାଇଁ ଏମିତି କ୍ରିମ ଲଗାନ୍ତୁ, ଯେଉଁଥିରେ ଆଲଫା ହାଇଡ୍ରୋସି ଏସିଡ, ଲାକ୍ଟିକ ଏସିଡ, ସେଲିସିଲିକ ଏସିଡ ମାତ୍ର ରହିଥାଏ ଯାହା ସ୍କିନକୁ ଢିଲା କରିଥାଏ ଏବଂ ଡେଡ୍ ସେଲ୍ସକୁ କାଢିଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.