ବିବାହିତ ମହିଳା ଏହି ଦିଗ ପ୍ରତି ରୁହନ୍ତୁ ସାବଧାନ, ନଚେତ୍ ପରିଣାମ ହେବ ଖରାପ

ବିବାହିତ ମହିଳାଙ୍କ ଜୀବନରେ ଏପରି କିଛି ଖାସ ଜିନିଷ ରହିଥାଏ ଯାହାକୁ ଭୁଲରେ ମଧ୍ୟ ବାଣ୍ଟିବା ଅଥବା କାହାକୁ ଦେବା ଉଚିତ୍ ନୁହଁ। କେବେ ମଧ୍ୟ ଏହି ଜିନିଷକୁ ଅନ୍ୟ କାହାକୁ ଦେବା ଠିକ୍ ନୁହଁ। ଏହାକୁ ଅଶୁଭ କୁହାଯାଉଥିବା ବେଳେ ଏହାର ପରିଣତି ଖୁବ୍ ଖରାପ ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଜିନିଷକୁ ଭୁଲରେ ମଧ୍ୟ ବିବାହିତାଙ୍କୁ ଅନ୍ୟଙ୍କୁ ବାଣ୍ଟିବା ଉଚିତ୍ ନୁହଁ।

-କୌଣସି ବିବାହିତା ମହିଳାଙ୍କୁ ଭୁଲରେ ମଧ୍ୟ ନିଜ ସିନ୍ଦୁର ଆନ୍ୟ କୌଣସି ମହିଳାଙ୍କୁ ଦେବା କଥା ନୁହଁ। ଏହାକୁ ଅଶୁଭ କୁହାଯାଇଥିବା ବେଳେ ଏହା ଦ୍ବାରା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ମନମତାନ୍ତର ଦେଖାଯାଇଥାଏ।

sindur

-ବିବାହିତା ମହିଳାଙ୍କୁ ଭୁଲରେ ମଧ୍ୟ ନିଜର ବିନ୍ଦି ବା ମଙ୍ଗଳସୂତ୍ର ଖୋଲି ରଖିବା ଉଚିତ୍ ନୁହଁ। ଏହାଛଡ଼ା ବ୍ୟବହାର ବିନ୍ଦି ଏବଂ ମଙ୍ଗଳସୂତ୍ର ମଧ୍ୟ କାହାକୁ ଦେବା ଅନୁଚିତ୍। କାରଣ ଏହାର କୁପରିଣାମ ସ୍ବାମୀ ତଥା ସଂପର୍କ ଉପରେ ପଡିଥାଏ।

-ବିବାହ ପରେ ମହିଳା ମାନେ କିଛି ନିର୍ଦ୍ଦିଷ୍ଟ ଜିନିଷକୁ ସବୁବେଳେ ନିଜ ଶରୀରରେ ପିନ୍ଧି ରହିବା ଆବଶ୍ୟକ। ତାହା ମଧ୍ୟରେ ରହିଛି ଚୁଡି ଏବଂ ଗୋଡ ମୁଦି। ଜଣେ ବିବାହିତାଙ୍କୁ କେବେ ମଧ୍ୟ ହାତରୁ ଚୁଡି ଏବଂ ଗୋଡରୁ ଝୁଣ୍ଟିଆ କାଢ଼ିବା ଉଚିତ୍ ନୁହଁ।

Leave A Reply

Your email address will not be published.