ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ :ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ମାନସିକ ଶାନ୍ତି ପାଇବେ ।

brushaବୃଷ : ସ୍ଥିିିର ମନରେ କାଯ୍ୟର୍ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନେବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସୁସ୍ୱାଦୁ ଭୋଜନ କରିବେ ।

mithunaମିଥୁନ : ତର୍କବିତର୍କ ହୋଇପାରେ । ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।

karkataକର୍କଟ : ସ୍ୱାସ୍ଥ୍ୟ ଉତ୍ତମ ରହିବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଗୁରୁଜନଙ୍କ ସହଯୋଗ ମିଳିବ ।

singhaସିଂହ : ଭାବିଚିନ୍ତି ଧନ ନିବେଶ କରନ୍ତୁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ ।

kanyaକନ୍ୟା : ସୁସ୍ୱାଦୁ ଭୋଜନ କରିବା ସହ କର୍ମକ୍ଷେତ୍ରରେ ଉନ୍ନତି ହେବ । ବିଦେଶ ଯାତ୍ରା ସଫଳ ହେବ । ଗାଡ଼ି ଚଲାଇବା ସମୟରେ ସାବଧାନ ରହିବା ଆବଶ୍ୟକ ।

tulaaତୁଳା :ପାରିବାରିକ ସମସ୍ୟା ଦୂର ହେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ବିଦ୍ୟାର୍ଥୀ ସଫଳତା ପାଇବେ ।

bichhaବିଛା : ଗୁରୁଜନଙ୍କୁ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବନ୍ଧୁଙ୍କ ସହଯୋଗ ମିଳିବ ।

dhanuଧନୁ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

makaraମକର : ଆୟ ବୃଦ୍ଧି ହେବ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ବନ୍ଧୁ ମିଳନ ଯୋଗ ରହିଛି ।

 

kumbhaକୁମ୍ଭ : ସୁସ୍ୱାଦୁ ଭୋଜନ କରିବେ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖା ଦେବ । ଅହଙ୍କାର ତ୍ୟାଗ କରନ୍ତୁ ।

minaମୀନ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ସନ୍ଦେହ ତ୍ୟାଗ କରନ୍ତୁ । ଆଜି ଦିନଟି ଭଲରେ କଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.