ପଥର ଖଣିରେ ଦୁର୍ଘଟଣା : ଫସିଛନ୍ତି ୧୨ ରୁ ଅଧିକ ବ୍ୟକ୍ତି, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ର୍ପୂବତ୍ତର ରାଜ୍ୟ ମିଜୋରାମରେ ଏକ ପଥର ଖାଦାନରେ ଦୁର୍ଘଟଣା ଘଟି ଥିବା ଜଣାଯାଇଛି । ଖଣି ଭିତରେ ୧୨ ଜଣ ଫସିରହିଥିବା ଜଣାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ଏ ଯାଏ ଜଣାପଡିନାହିଁ । ଏହି ଦୁର୍ଘଟଣା ମିଜୋରାମ ଇନଥିପାଲ ଗାଁରେ ସୋମବାର ସଂଧ୍ୟାରେ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.