ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍, ୪ ମୃତ

ଭାରସାମ୍ୟ ହରାଇ ରେଲୱେ ଟ୍ରାକ୍ କୁ ଖସିଲା ବସ୍ । ବ୍ରିଜର ରେଲିଂ ଭାଙ୍ଗି ରେଲୱେ ଟ୍ରାକରେ ପଡିଥିଲା ବସ୍ । ୨୮ ଆହତ ମେଡିକାଲରେ ଭର୍ତ୍ତି ହୋଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା । ରାଜସ୍ଥାନ ଦଉସାରେ ବ୍ରିଜରୁ ଖସିଲା ବସ୍, ୪ ମୃତ । ଭାରସାମ୍ୟ ହରାଇ ରେଲୱେ ଟ୍ରାକ୍ କୁ ଖସିଲା ବସ୍ । ବ୍ରିଜର ରେଲିଂ ଭାଙ୍ଗି ରେଲୱେ ଟ୍ରାକରେ ପଡିଥିଲା ବସ୍ । ୨୮ ଆହତ ମେଡିକାଲରେ ଭର୍ତ୍ତି ହୋଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.