ଗତ ଅଗଷ୍ଟରୁ ଜମ୍ମୁ-କାଶ୍ମୀରରେ ଅଟକ ଥିବା ୫ ଜଣ ରାଜନେତାଙ୍କୁ କରାଗଲା ମୁକ୍ତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଅଟକ ଥିବା ୫ ଜଣ ରାଜନେତାଙ୍କୁ ମୁକ୍ତ କରାଗଲା । ଗତ ଅଗଷ୍ଟ ୫ରୁ ସେମାନେ ଅଟକ ଥିଲେ । ଏହି ପାଞ୍ଚ ଜଣ ନେତା ନାସନାଲ କନଫରେନ୍ସ, ପିଡିପି ଓ କଂଗ୍ରେସ ଦଳର । ଏମାନେ ହେଉଛନ୍ତି ନେସନାଲ କନଫରେନ୍ସ ଦଳର ଇସ୍‌ଫାକ୍‌ ଜାବର, ଗୁଲାମନବୀ ଭଟ୍ଟ, କଂଗ୍ରେସର ବସିର୍‌ ମିର୍‌ ଏବଂ ପିଡିପିର ଜହୁର ମିର୍‌ ଓ ୟାସିର ରେସି ।

Leave A Reply

Your email address will not be published.