Below header

 ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ

 ନେପାଳରେ ମର୍ମତୁନ୍ଦ ଦୁର୍ଘଟଣା, ୭ ମୃତ । ନେପାଳର ବାରାର ଜିତପୁର ସିମାରା ଉପ-ମହାନଗର ଚୁରିୟାମାଇ ମନ୍ଦିର ନିକଟରେ ଦୁର୍ଘଟଣାେ ।

ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ । ନେପାଳର ବାରାର ଜିତପୁର ସିମାରା ଉପ-ମହାନଗର ଚୁରିୟାମାଇ ମନ୍ଦିର ନିକଟରେ ଦୁର୍ଘଟଣାେ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୬ ଭାରତୀୟ ତୀର୍ଥଯାତ୍ରୀ । ବସ୍ ଟି ତୀର୍ଥଯାତ୍ରୀମାନଂକୁ ନେଇଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତୀର୍ଥଯାତ୍ରୀଙ୍କ ମଧ୍ୟରେ ଅଧିକାଂ ଶ ଭାରତୀୟ । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.