Below header

ଆସନ୍ତାକାଲି ଠାରୁ ଦିଲ୍ଲୀରେ ଆରମ୍ଭ ବିଜେପିର ଦୁଇ ଦିନିଆ ଜାତୀୟ ପରିଷଦ ବୈଠକ

ଆସନ୍ତାକାଲି ଠାରୁ ଦିଲ୍ଲୀରେ ଆରମ୍ଭ ହେବ ବିଜେପିର ଦୁଇଦିନିଆ ଜାତୀୟ ପରିଷଦ ବୈଠକ। ଏହି ବୈଠକରେ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଜେପିର ଜାତୀୟ ଓ ରାଜ୍ୟର ପଦାଧିକାରୀ, କେନ୍ଦ୍ର ମନ୍ତ୍ରୀ, ବିଧାୟକ, ସାଂସଦ, ପୂର୍ବତନ ସାଂସଦ ଓ ବିଧାୟକ, ଜିଲ୍ଲା ସଭାପତି ଯୋଗ ଦେବେ ।

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଦିଲ୍ଲୀରେ ଆରମ୍ଭ ହେବ ବିଜେପିର ଦୁଇଦିନିଆ ଜାତୀୟ ପରିଷଦ ବୈଠକ। ଏହି ବୈଠକରେ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଜେପିର ଜାତୀୟ ଓ ରାଜ୍ୟର ପଦାଧିକାରୀ, କେନ୍ଦ୍ର ମନ୍ତ୍ରୀ, ବିଧାୟକ, ସାଂସଦ, ପୂର୍ବତନ ସାଂସଦ ଓ ବିଧାୟକ, ଜିଲ୍ଲା ସଭାପତି ଯୋଗ ଦେବେ ।

ବିଜେପି ସଭାପତି ଜେପି ନଡ୍ଡା ଏହାର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେବେ । ଜାତୀୟ ପରିଷଦ ବିଜେପିର ସର୍ବୋଚ୍ଚ ନିଷ୍ପତ୍ତି ନିଏ । ଏଥିରେ ପ୍ରାୟ ୧୫୦୦ ଜଣ ଯୋଗ ଦେବେ । ଏଥିରେ ନିର୍ବାଚନ ରଣ ନୀତି ନେଇ ମୋଦି ଓ ନଡ୍ଡା ଦେବେ ଗୁରୁମନ୍ତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.