Below header

ଇସ୍ରାଏଲ ଗୁଇନ୍ଦା ଦ୍ୱାରା ଅଲକାଏଦାର ନଂ ଟୁ କମାଣ୍ଡର ଅବୁ ମହମ୍ମଦ ନିହତ

୨୨ବର୍ଷ ପରେ ଆମେରିକାର ପ୍ରତିଶୋଧ। ଇସ୍ରାଏଲ ଗୁଇନ୍ଦା ମୋସାଦ ଦ୍ୱାରା ନିହତ ହୋଇଛି ଅଲକାଏଦାର ନଂ ଟୁ କମାଣ୍ଡର ଅବୁ ମହମ୍ମଦ ଅଲ ମସ୍‌ରୀ। ଗତ ଅଗଷ୍ଟ ୭ ତାରିଖରେ ହତ୍ୟା ହୋଇଥିବା ନେଇ ଆମେରିକୀୟ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶ ପାଇଛି। ୧୯୯୮ରେ ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆ ଓ କେନିଆସ୍ଥିତ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅବୁ ଅହମ୍ମଦ। ତା ଉପରେ ୧୦ ମିଲିୟନ ଡଲାର ପୁରସ୍କାର ରାଶି ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.