Below header

ନେପାଳରେ ବଡଧରଣର ବୋମା ବିସ୍ଫୋରଣ, ଜଣେ ପୋଲିସକର୍ମୀଙ୍କ ସମେତ ୩ ମୃତ

ନେପାଳରେ ଶୁକ୍ରବାର ରାତିରେ ଏକ ବଡ ଧରଣରେ ବୋମ ବିସ୍ଫୋରଣ ହୋଇଛି। ଦକ୍ଷିଣୀ ଜିଲ୍ଲାରେ ଧନୁଷା ଜିଲ୍ଲାରେ ହୋଇଥିବା ଏହି ବୋମା ବିସ୍ଫୋରଣରେ ତିନି ଜଣ ଲୋକ ପ୍ରାଣ ହରାଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ପୋଲିସକର୍ମୀ ସାମିଲ ଅଛନ୍ତି। ଏହି ବୋମା ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ଭୟର ସଞ୍ଚାର ଖେଳିଯାଇଛି, ଭୟରେ ଲୋକମାନେ ଥରହର। ପୋଲିସ ପହଁଚି ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.