Below header

ଗାନ୍ଧି ପରିବାର ଠାରୁ ପ୍ରତ୍ୟାହାର ହେଲା ଏସ୍‌ପିଜି ସୁରକ୍ଷା

ନୂଆଦିଲ୍ଲୀ : ଗାନ୍ଧି ପରିବାର ଠାରୁ ଏସ୍‌ପିଜି (ସ୍ପେସାଲ ପ୍ରୋଟେକସନ୍‌ ଗ୍ରୁପ୍‌) ସୁରକ୍ଷା ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଆଗକୁ ସେମାନଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଅର୍ଥାତ୍‌ ସିଆରପିଏଫ୍‌ଙ୍କ ଦ୍ୱାରା ସୁରକ୍ଷା ଦିଆଯିବ । ସେମାନଙ୍କୁ ପ୍ରତି ଥିବା ବିପଦକୁ ଆକଳନ କରି ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି । ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଏହି ଉଚ୍ଚତର ସୁରକ୍ଷା ମିଳୁଥିଲା । ହେଲେ ଆଗକୁ ଏସ୍‌ପିଜିରୁ ସେମାନେ ବଞ୍ଚିତ ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.