ଦିଲ୍ଲୀ ହିଂସା ମାମଲାର ମୋଷ୍ଟ ଓ୍ଵଣ୍ଟେଡ ସାହାରୁଖ ଗିରଫ

କେନ୍ଯୁଜ୍: ଦିଲ୍ଲୀ ହିଂସା ମାମଲାର ମୋଷ୍ଟ ଓ୍ଵଣ୍ଟେଡ ତାଲିକାରେ ଥିବା ସାହାରୁଖ ଗିରଫ । ଉତ୍ତର ପ୍ରଦେଶର ବରେଲୀରୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଜ ଟିମ ତାକୁ ଗିରଫ କରିଛି । ୨୪ ତାରିଖ ଉତ୍ତର ପୂର୍ବ ଦିଲ୍ଲୀର ଜାଫରାବାଦରେ ସାହାରୁଖ ରଙ୍ଗ କଲର ସାର୍ଟ ପିନ୍ଧି ପୋଲିସ ଉପରେ ୮ ରାଉଣ୍ଡ ଗୁଳିମାଡ କରିଥିଲା । ଘଟଣା ପରଠୁ ସେ ଫେରାର ଥିଲା । ଗିରଫ ପରେ ତାକୁ ପରଚା ଉଚରା ଚାଲିଛି । ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ତନାଘନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.