Below header

ଥରିଲା ଉତ୍ତରଭାରତ, ଦିଲ୍ଲୀ-ଏନ୍‌ସିଆର୍‌ରେ ବଡ଼ ଧରଣର ଭୂ-କମ୍ପ ଝଟ୍‌କା

କେନ୍ୟୁଜ୍(ବ୍ୟୁରୋ):  ଥରିଲା ଉତ୍ତରଭାରତ।  ଦିଲ୍ଲୀ-ଏନ୍‌ସିଆର୍‌ରେ ବଡ଼ ଧରଣର ଭୂ-କମ୍ପ ଝଟ୍‌କା ।  ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୧  ରେକର୍ଡ କରାଯାଇଛି । ଜମ୍ମୁକଶ୍ମୀର, ଅମୃତସର, ପଞ୍ଜାବ, ହରିୟାଣା ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା କିଛି ଅଘଟଣ ଘଟିଥିବାର ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.