Below header

କୋଲକତାରେ ପୁଣି ଭୟାବହ ଅଗ୍ନିକାଣ୍ଡ

କୋଲକତା(କେନ୍ଯୁଜ୍) : କୋଲକତାରେ ପୁଣି ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ କଲେଜ ଓ ହସ୍‌ପିଟାଲର ଫର୍ମାସୀ ବିଭାଗରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ହସ୍‌ପିଟାଲରରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି । ସକାଳ ମେଡିସିନ କାଉଁଣ୍ଟରରେ ନିଆଁ ଲାଗିଥିଲା । ପରେ ଏହା ବ୍ୟାପକ ହୋଇଥିଲା । ତେବେ ୧୦ଟି ଦମକଳ ବାହିନୀ ନିଆଁକୁ ଆୟତ କରିଥିଲା । ଏହି ସମୟରେ ଫର୍ମାସୀ ବିଭାଗରେ ୨୫୦ ଜଣ ରୋଗୀ   ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.