Below header

ଆମେରିକା ଟେକ୍ସାସ ସହରରେ ଗୁଳି ମାଡ, ୫ ଜଣଙ୍କ ମୃତ୍ୟୁ

ଆମେରିକାରେ ବଢ଼ୁଛି ଗୁଳି ମାଡ ଘଟଣା । ଏଥର ପୁଣି ଗୁଳି ମାଡ ହୋଇଛି ଟେକ୍ସାସର କ୍ଲିଓଲେଣ୍ଡ ଅଂଚଳରେ । ଗୁଳିମାଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଳିମାଡ ଘଟଣା ଶୁକ୍ରବାର ବିଳମ୍ବିତ ରାତରେ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ଆତତାୟୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

ଓ୍ଵାଶିଂଟନ : ଆମେରିକାରେ ବଢ଼ୁଛି ଗୁଳି ମାଡ ଘଟଣା । ଏଥର ପୁଣି ଗୁଳି ମାଡ ହୋଇଛି ଟେକ୍ସାସର କ୍ଲିଓଲେଣ୍ଡ ଅଂଚଳରେ । ଗୁଳିମାଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗୁଳିମାଡ ଘଟଣା ଶୁକ୍ରବାର ବିଳମ୍ବିତ ରାତରେ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ଆତତାୟୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

ଏହାର୍ପୂବରୁ ପେନ୍ସିଲେ୍ଵନିୟାରେ ଗୁଳିମାଡ଼ ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଦିନକୁ ଦିନ ଆମେରିକାରେ ଗୁଳିମାଡ ଘଟଣା ବଢ଼ିବାରେ ଲାଗୁଥିବାରୁ ଏହା ବଡ଼ ଚିନ୍ତାର କାରଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.