Browsing Tag

shooting case

ବ୍ୟାଙ୍କକରେ ଭୟଙ୍କର ଗୁଳିମାଡ଼, ହତ୍ୟାକାଣ୍ଡ ପରେ ନିଜକୁ ହତ୍ୟା କଲା ଆକ୍ରମଣକାରୀ

ବ୍ୟାଙ୍କକ : ଥାଇଲାଣ୍ଡର ବ୍ୟାଙ୍କକରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଫଳରେ ବ୍ୟାଙ୍କକ ଥରହର ହୋଇ ଉଠିଛି । ସେହି ଗୁଳିକାଣ୍ଡରେ ୬ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ ଚାରି ଜଣ ସୁରକ୍ଷା କର୍ମୀ, ଜଣେ ମହିଳା ଏବଂ ଆକ୍ରମଣକାରୀ ସାମିଲ ରହିଛନ୍ତି । ଆକ୍ରମଣକାରୀ ପରେ…

ବାଲିପାଟଣା ଗୁଳିକାଣ୍ଡ ମାମଲାରେ ଟ୍ବିଷ୍ଟ, ପ୍ରତିଶୋଧ ନେବାକୁ ନିଜେ ନିଜକୁ ଗୁଳିମାଡ କରିଥିଲା ଅଭିଯୁକ୍ତ

ଭୁବନେଶ୍ବର: ମିଛ ନାଟକ ସତ ଗୁଳିକାଣ୍ଡ । ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ମାମଲାରେ ଟ୍ବିଷ୍ଟ। ନିଜେ ନିଜକୁ ଗୁଳିମାଡ କରିଥିଲା ଦୀପ୍ତିରଞ୍ଜନ । ନିଜ ହାତରେ ନିଜେ ଗୁଳି ମାରିଥିଲା । ସୂଚନା ଅନୁସାରେ ୨୦୨୪ ମସିହାରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଫେରନ୍ତା ଦୀପ୍ତି ରଚିଥିବା ଷଡ଼ଯନ୍ତ୍ର…

ଫ୍ଲୋରିଡା ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ଼: ୨ମୃତ, ୫ ଗୁରୁତର

ଫ୍ଲୋରିଡା: ଆମେରିକାର ଫ୍ଲୋରିଡା ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ଼ । ୨ ଜଣଙ୍କ ମୃତ୍ୟୁ । ୫ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି। ଜଣେ ସ୍ଥାନୀୟ ଡେପୁଟି ସେରିଫଙ୍କ ପୁଅ ଏକ ପୁରୁଣା ସର୍ଭିସ ବନ୍ଧୁକରେ ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟି ଛାତ୍ରଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲା…

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କଲେଜ ପଛପଟ ଇଟାଭାଟି ଅଞ୍ଚଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କଲେଜ ପଛପଟ ଇଟାଭାଟି ଅଞ୍ଚଳରେ ଗୁଳିକାଣ୍ଡ । ଜଣେ ବ୍ୟକ୍ତିଙ୍କ ଗୋଡରେ ଲାଗିଛି ଗୁଳି । ଧିରେନ୍ଦ୍ର ଭୋଇଙ୍କ ଗୋଡରେ ଲାଗିଛି ଗୁଳି । ୪ ଜଣ ଦୁର୍ବୃତ୍ତ ଗୁଳିକାଣ୍ଡ କରିଥିବା ପ୍ରାଥମିକ ସୁତ୍ରରୁ ସୂଚନା ମିଳିଛି । ଗୁଳିକାଣ୍ଡ ଘଟଣାର କାରଣ…

ସମ୍ପର୍କୀୟ ଶଳାର ଜୀବନ ନେଲା ଭିଣୋଇ

ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ । ମୃତକ ହେଲେ ସେହି ଗ୍ରାମର କୈଳାଶ ନାୟକ । ମୋହନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭିଣୋଇ ଉଦୟ ନାୟକକୁ କାବୁ କରିବା ସହ ଦେଶି…

ଆମେରିକା ଟେକ୍ସାସ ସହରରେ ଗୁଳି ମାଡ, ୫ ଜଣଙ୍କ ମୃତ୍ୟୁ

ଓ୍ଵାଶିଂଟନ : ଆମେରିକାରେ ବଢ଼ୁଛି ଗୁଳି ମାଡ ଘଟଣା । ଏଥର ପୁଣି ଗୁଳି ମାଡ ହୋଇଛି ଟେକ୍ସାସର କ୍ଲିଓଲେଣ୍ଡ ଅଂଚଳରେ । ଗୁଳିମାଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଳିମାଡ ଘଟଣା ଶୁକ୍ରବାର ବିଳମ୍ବିତ ରାତରେ ହୋଇଥିଲା । ତେବେ…

ଆମେରିକାର ମେକ୍ସିକୋ ସିଟି ହଲ୍‌ରେ ଗୁଳିକାଣ୍ଡ; ମେୟରଙ୍କ ସମେତ ୧୮ ମୃତ

ମେକ୍ସିକୋ: ମେକ୍ସିକୋରେ ଗୁଳିକାଣ୍ଡ; ୧୮ ମୃତ । ଆମେରିକାର ମେକ୍ସିକୋ ସିଟି ହଲ୍‌ରେ ଗୁଳିକାଣ୍ଡ । ମେୟରଙ୍କ ସମେତ ୧୮ ଲୋକଙ୍କ ମୃତ୍ୟୁ । ମେକ୍ସିକୋର ସିଟି ହଲ୍‌ରେ ଆଖିବୁଜା ଗୁଳିମାଡ଼ । କିଛି ବନ୍ଧୁକଧାରୀ ପଶ୍ଚିମ ମେକ୍ସିକୋର ସିଟି ହଲ ଓ ନିକଟସ୍ଥ ଏକ ଘର ଉପରକୁ ଗୁଳିମାଡ଼ କରିଥିଲେ।…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ, ଜଣେ ଗୁରୁତର

କାମାକ୍ଷାନଗର (କେନ୍ୟୁଜ): ପାରୋଲରେ ଆସିଥିବା ଜଣେ କଏଦୀ ସଂଘବଦ୍ଧ ଭାବେ ୩ ରାଉଣ୍ଡ ଗୁଳିକାଣ୍ଡ କରାଯାଇଛି । ଏଭଳି ଲୋମ ଟାଙ୍ଗୁରା ଗୁଳିକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ ପଂଚାୟତ ଅନ୍ତର୍ଗତ ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ଅନ୍ତର୍ଗତ…