Below header

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭି, ଟ୍ଵିଟ୍‌ କରି ଦେଲେ ସୂଚନା

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ତାଙ୍କ ଦେହ ଅସୁସ୍ଥ ହେବାରୁ ସେ କରୋନା ଟେଷ୍ଟ କରିଥିଲେ। ଯେଉଁଥିରେ ରିପୋର୍ଟ ପଜିଟିଭି ଆସିଥିବା ଜଣାପଡିଛି। ସେ କଥା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ ସହ ଆଇଲୋସେନରରେ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଅମିତ ଶାହ, ଶିବରାଜ ସିଂ ଚୌହ୍ଵାନ ଏବଂ ଅନ୍ୟ କେତେକ ପ୍ରମୁଖ ନେତା କରୋନା ଆକ୍ରାନ୍ତ ହୋଇସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.