Below header

ଏପରି ହୋଇଥିଲା ବାଲାକୋଟରେ ଏୟାରଷ୍ଟ୍ରାଇକ୍, ଏୟାରଫୋର୍ସ ଜାରି କଲା ଭିଡିଓ

ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଯେତେବେଳେ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ସିଆରପିଏଫର ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ସେତେବେଳେ ପୁରା ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାର ଯବାବରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପଶି ଏୟାରଷ୍ଟ୍ରାଇକ୍ କରିଥିଲା। ଏହି ଏୟାରଷ୍ଟ୍ରାଇକ୍ ରେ ବାୟୁସେନା ଜୈଶ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ବୋମା ବର୍ଷଣ କରାଯାଇଥିଲା।

courtesy: ANI

ଗତ ଦିନ ଶୁକ୍ରବାର ବାୟୁସେନା ପକ୍ଷରୁ ଏୟାରଷ୍ଟ୍ରାଇକ୍ ର ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ଏୟାରଷ୍ଟ୍ରାଇକ୍ ର ସମ୍ପୂର୍ଣ୍ଣ ପକ୍ରିୟା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.