କୋଭିଡ୍‌ ଟିକା ନେଇ ଆଉ ଏକ ଖୁସି ଖବର,ଫାଇଜର ଟିକାକୁ ଅନୁମତି

କେନ୍ୟୁଜ୍(ବ୍ୟୁରୋ):  କୋଭିଡ୍‌ ଟିକା ନେଇ ଆଉ ଏକ ଖୁସି ଖବର । ଫାଇଜର ଟିକାକୁ ଅନୁମତି। ପ୍ରଥମ କରୋନା ଟିକା ଭାବେ ଫାଇଜରକୁ ଅନୁମତି ମିଳିଛି। ଆସନ୍ତା ସପ୍ତାହରୁ ବିଟ୍ରେନରେ ଟୀକାକରଣ ପାଇଁ ସରକାର ଅନୁମତି ଦେଇଛନ୍ତି।

ପୂର୍ବରୁ ଫାଇଜର ଟିକା ପରୀକ୍ଷଣ ୯୫ ପ୍ରତିଶତ ସଫଳ ହୋଇଥିବା ଦାବି କରିଛି କମ୍ପାନୀ। ଫାଇଜର ମୁତାବକ ଦ୍ୱିତୀୟ ଡୋଜ୍‌ର ୭ ଦିନ ପରେ ଓ ପ୍ରଥମ ଡୋଜ୍‌ର ୨୮ ଦିନ ପରେ, ସଂକ୍ରମଣରୁ ସୁରକ୍ଷା ଯୋଗାଇ ଥାଏ ଟିକା । ଫାଇଜର ଜର୍ମାନୀର ବାୟୋଏନଟେକ୍‌ ସହ ମିଶି ଟିକା ପ୍ରସ୍ତୁତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.