Below header

ଅନିର୍ଦ୍ଦିଷ୍ଟକାଳ ପାଇଁ ସବୁ ନିୟମିତ ପାସେଞ୍ଜର ଟ୍ରେନ୍‌ ସେବା ବାତିଲ କଲା ଭାରତୀୟ ରେଳ ବିଭାଗ

ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗ ନିୟମିତ ଚାଲୁଥିବା ସସସ୍ତ ପାସେଞ୍ଜର ଟ୍ରେନ୍‌ ସେବାକୁ ଅନିର୍ଦ୍ଦିଷ୍ଟକାଳ ଯାଏ ବାତିଲ୍‌ କରିଛନ୍ତି । ଅନ୍ୟ ଆଦେଶ ଯାଏ ଏହି ସେବା ବାତିଲ୍‌ ରହିବ । ତେବେ ଚାଲୁଥିବା ୨୩୦ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଜାରି ରହିବ ବୋଲି ରେଳ ବିଭାଗ କହିଛି ।

ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏବେ ଭାରତରେ ୬ ଲକ୍ଷ ୩୯ ହଜାର ୯୨୯ କରୋନ ପଜେଟିଭ ମାମଲା ରହିଛି । ଗୋଟଏ ଦିନରେ ୫୦ ହଜାରରୁ ଉର୍ଦ୍ଧ୍ୱ କରୋନା ମାମଲା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.