Below header

ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲୀ ଦୂତାବାସ ନିକଟ ବୋମା ବିସ୍ଫୋରଣ ଘଟଣା, ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲୀ ଦୂତାବାସ ନିକଟ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର । କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ମାମଲାକୁ ଜାତୀୟ ତଦନ୍ତକାରୀ ସଂସ୍ଥା-NIAକୁ ହସ୍ତାନ୍ତର କରାଯାଇି ।

ବିସ୍ଫୋରଣ ଘଟଣା ସହ ଇରାନୀ ଲିଙ୍କ୍‌ର ତଦନ୍ତ କରିବ NIA । ଦିଲ୍ଲୀ ପୋଲିସ ଘଟଣାସ୍ଥଳରୁ ସଂଗ୍ରହ କରିଥିବା ବିସ୍ଫୋରକ ନମୁନା, ସିସିଟିଭି ଫୁଟେଜ, ଧମକପୂର୍ଣ୍ଣ ଚିଠିକୁ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.