ଜେଲ୍‌ ନଂ ୩ରେ ଦିଆଯିବ ଫାଶୀ, ଘାତକଙ୍କୁ ଡକାଗଲା ମିରଟ୍‌ରୁ

ନୂଆଦିଲ୍ଲୀ : ଆସନ୍ତା ୨୨ ତାରିଖ ସକାଳେ ତିହାର ଜେଲ୍‌ର ତିନି ନମ୍ବର ଜେଲ୍‌ରେ ନିର୍ଭୟା ଗଣଦୁଷ୍କର୍ମ ଅପରାଧୀଙ୍କୁ ଫାଶୀ ଦିଆଯିବ । ଚାରି ଅପରାଧୀଙ୍କ ମଧ୍ୟରୁ ଏବେ ଜଣେ ଦୁଇ ନମ୍ବର ଜେଲ୍‌ରେ ଓ ଅନ୍ୟ ଦୁଇ ଜଣ ଚାରି ନମ୍ବର ଜେଲ୍‌ରେ ଅଛନ୍ତି । ସେମାନଙ୍କୁ ତିନି ନମ୍ବରକୁ ନିଆଯିବ । ଏମାନଙ୍କୁ ଫାଶୀ ଦେବା ପାଇଁ ମିରଟ୍‌ ଜେଲ୍‌ରେ ଥିବା ଘାତକଙ୍କୁ ଡକା ଯାଇଛି । ପୂର୍ବରୁ ଯଦିଓ ଫାଶୀ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ତେବେ ଏପର୍ଯ୍ୟନ୍ତ ଘାତକ ଚୟନ ହୋଇ ପାରିନାହିଁ ।

Leave A Reply

Your email address will not be published.