Below header

ଶନ୍ତି ଚାହୁଁଛନ୍ତି ଜେଲେନସ୍କି, ଯୁଦ୍ଧ ଶେଷ କରିବାକୁ ପୁଟିନଙ୍କ ସହ ବୈଠକ ପାଇଁ ଦେଲେ ପ୍ରସ୍ତାବ

କେନ୍ୟୁଜ୍(ବ୍ୟୁରୋ):  ଆଲୋଚନା ପାଇଁ ପୁଟିନଙ୍କୁ ଜେଲେନସ୍କିଙ୍କ ପ୍ରସ୍ତାବ । ଯୁଦ୍ଧ ଶେଷ କରିବାକୁ ପୁଟିନଙ୍କ ସହ ବୈଠକ କରିବାକୁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ ପୁଟିନଙ୍କୁ ଭେଟିବାକୁ ଡରୁ ନାହାନ୍ତି । ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ସେ ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ । ମୁଁ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଛି । ମୁଁ କେବଳ କୂଟନୈତିକ ଆଲୋଚନା ମାଧ୍ୟମରେ ଯୁଦ୍ଧର ଶେଷ ଚାହେଁ ବୋଲି କହିଛନ୍ତି ଜେଲେନସ୍କି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.